1 Corinthians 5:10 — Compare Translations
7 translations compared side by side
Odia - 1840
"କିନ୍ତୁ ମାରେ କହିବା ଅର୍ଥ ନ ଥିଲା ଯେ, ଜଗତର ପାପୀମାନଙ୍କ ସହିତ ତୁମ୍ଭମାନେେ ସଂପର୍କ କାଟି ଦବେ। ଜଗତର ସହେି ଲୋକମାନେ ୟୌନଗତ ପାପ କରନ୍ତି, ଯେଉଁମାନେ ସ୍ବାର୍ଥପର ସମାନେେ ମୂର୍ତ୍ତିପୂଜକ ଏମାନଙ୍କ ସହିତ ସମ୍ପର୍କ ନ ରଖିବା ଅର୍ଥ ହବେ, ଏହି ସଂସାରରୁ ଆମ୍ଭକୁ ବାହାରି ୟିବାକୁ ପଡ଼ିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମାପୂଜକମାନଙ୍କ ସହିତ ଯେ ଆଦୌ ସମ୍ପର୍କ ନ ରଖିବ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରିଯିବାକୁ ପଡ଼ିବ;
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ର ଅର୍ଥ ନୁହେଁ ଯେ ଏହି ଜଗତର ବ୍ୟଭିଚାରୀ, ଲୋଭୀ, ଚୋର ଓ ପ୍ରତିମାପୂଜକମାନଙ୍କ ସହିତ କୌଣସି ସମ୍ପର୍କ ରଖିବ ନାହିଁ। ସେପରି ହେଲେ, ତୁମ୍ଭମାନଙ୍କୁ ଜଗତରୁ ଏକାବେଳକେ ବାହାରି ଯିବାକୁ ହେବ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ମୋର କହିବା ଅର୍ଥ ନ ଥିଲା ଯେ, ଜଗତର ପାପୀମାନଙ୍କ ସହିତ ତୁମ୍ଭେମାନେ ସମ୍ପର୍କ କାଟି ଦେବ। ଜଗତର ସେହି ଲୋକମାନେ ଯୌନଗତ ପାପ କରନ୍ତି, ଯେଉଁମାନେ ସ୍ୱାର୍ଥପର ସେମାନେ ମୂର୍ତ୍ତିପୂଜକ ଏମାନଙ୍କ ସହିତ ସମ୍ପର୍କ ନ ରଖିବା ଅର୍ଥ ହେବ, ଏହି ସଂସାରରୁ ଆମ୍ଭକୁ ବାହାରି ଯିବାକୁ ପଡ଼ିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମାପୂଜକମାନଙ୍କ ସହିତ ଯେ ଆଦୌ ସମ୍ପର୍କ ନ ରଖିବ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରିଯିବାକୁ ପଡ଼ିବ;
Odia IRV 2017 (ଓଡିଆ ବାଇବେଲ)
ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମାପୂଜକମାନଙ୍କ ସହିତ ଯେ ଆଦୌ ସମ୍ପର୍କ ନ ରଖିବ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରିଯିବାକୁ ପଡ଼ିବ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ವಿಶ್ವಾಸ್ ನಸಲ್ಯಾಂಚ್ಯಾ ಮದ್ದಿ ಜಿವನ್ ಕರ್ತಲ್ಯಾ ತ್ಯಾ ಸಗ್ಳ್ಯಾ ವೆಭಿಚಾರ್ ಕರ್ತಲ್ಯಾಕ್ನಿ, ಹಾಸ್ಬುರ್ಕ್ಯಾಕ್ನಿ, ಲುಟ್ತಲ್ಯಾಕ್ನಿ, ನಾ ಹೊಲ್ಯಾರ್ ಮುರ್ತಿಚಿ ಪುಜಾ ಕರ್ತಲ್ಯಾಕ್ನಿ, ತುಮಿ ಸೊಡುನ್ ದಿವ್ಕ್ ಪಾಜೆ ಮನುನ್ ಸಾಂಗಲ್ಲೊ ನ್ಹಯ್; ತಸೆಜಾಲ್ಯಾರ್ ಹೊ ಜಗುಚ್ ಸೊಡುನ್ ಜಾತಲೆ ಪಡಿ ಹೊತ್ತೆ.