1 Corinthians 7:16 — Compare Translations

7 translations compared side by side

Odia - 1840
"ପତ୍ନୀଗଣା ହୁଏତ ତୁମ୍ଭମାନେେ ନିଜର ରକ୍ଷା କରି ପାରିବ; ପତିଗଣ! ହୁଏତ ତୁମ୍ଭମାନେେ ନିଜ ନିଜର ପତ୍ନୀକୁ ରକ୍ଷା କରି ପାରିବ। ଭବିଷ୍ଯତ ରେ କ'ଣ ଘଟିବ, ଏହା ତୁମ୍ଭମାନେେ ଏବେ ଜାଣି ନାହଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ଵାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ? କିମ୍ଵା ହେ ସ୍ଵାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ?
Odia BSI (ପବିତ୍ର ବାଇବଲ (CL) NT (BSI))
ଖ୍ରୀଷ୍ଟବିଶ୍ୱାସୀ ସ୍ତ୍ରୀ, ତୁମେ ଆପଣା ସ୍ୱାମୀଙ୍କୁ ବିଶ୍ୱାସୀ କରାଇ ପାରିବ ବୋଲି କଅଣ ନିଶ୍ଚିତଭାବେ ଜାଣିଛ? ବିଶ୍ୱାସୀ ସ୍ୱାମୀ, ତୁମେ ଆପଣା ସ୍ତ୍ରୀକୁ ଖ୍ରୀଷ୍ଟବିଶ୍ୱାସୀ କରାଇ ପାରିବ ବୋଲି କ’ଣ ନିଶ୍ଚିତଭାବେ କହିପାରିବ?
Odia Bible ERV 2004 (ପବିତ୍ର ବାଇବଲ)
ପତ୍ନୀଗଣ ହୁଏତ ତୁମ୍ଭେମାନେ ନିଜର ରକ୍ଷା କରି ପାରିବ; ପତିଗଣ! ହୁଏତ ତୁମ୍ଭେମାନେ ନିଜ ନିଜର ପତ୍ନୀକୁ ରକ୍ଷା କରି ପାରିବ। ଭବିଷ୍ୟତରେ କ’ଣ ଘଟିବ, ଏହା ତୁମ୍ଭେମାନେ ଏବେ ଜାଣି ନାହଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ?
Odia IRV 2017 (ଓଡିଆ ବାଇବେଲ)
ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କ'ଣ ଜାଣ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କ'ଣ ଜାଣ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ನಾ ಹೊಲ್ಯಾರ್ ವಿಶ್ವಾಸಾತ್ ಹೊತ್ತ್ಯಾ ಬಾಯ್ಕೊ, ತುಜ್ಯಾ ಘೊವಾಕ್ ಹುರ್ವುನ್ ಘೆವ್ನ್ ಹೊಯ್ನಾ ಮನುನ್ ತುಕಾ ಕಶೆ ಗೊತ್ತ್ ಹೊಯ್ ಹೊತ್ತೆ? ಅನಿ ಘೊವಾ, ತುಜ್ಯಾ ಬಾಯ್ಕೊಕ್ ಹುರ್ವುನ್ ಘೆವ್ನ್ ಹೊಯ್ನಾ ಮನುನ್ ತುಕಾ ಕಶೆ ಗೊತ್ತ್ ಹೊಯ್ ಹೊತ್ತೆ?