1 Corinthians 7:18 — Compare Translations
7 translations compared side by side
Odia - 1840
"ପରମେଶ୍ବରଙ୍କ ଆହ୍ବାନ ପାଇବା ପୂର୍ବରୁ ଯଦି କାହାର ସୁନ୍ନତ ହାଇେ ଯାଇଛି, ସେ ତାହା ପରିବର୍ତ୍ତନ କରିବା ଉଚିତ ନୁହେଁ। ଯଦି ଜଣେ ଆହ୍ବାନ ପାଇବା ବେଳେ ସୁନ୍ନତ ହାଇେ ନାହିଁ, ତା'ର ମଧ୍ଯ ସୁନ୍ନତ ହବୋ ଉଚିତ୍ ନୁହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ । କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସୁନ୍ନତ ହେବା ପରେ କେହି ଯଦି ଆହ୍ୱାନ ପାଏ, ସେ ସୁନ୍ନତର ଚିହ୍ନ ଲୋପ କରିବାକୁ ଚେଷ୍ଟା ନ କରୁ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱରଙ୍କ ଆହ୍ୱାନ ପାଇବା ପୂର୍ବରୁ ଯଦି କାହାର ସୁନ୍ନତ ହୋଇ ଯାଇଛି, ସେ ତାହା ପରିବର୍ତ୍ତନ କରିବା ଉଚିତ୍ ନୁହେଁ। ଯଦି ଜଣେ ଆହ୍ୱାନ ପାଇବା ବେଳେ ସୁନ୍ନତ ହୋଇ ନାହିଁ, ତା’ର ମଧ୍ୟ ସୁନ୍ନତ ହେବା ଉଚିତ୍ ନୁହେଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ।
Odia IRV 2017 (ଓଡିଆ ବାଇବେଲ)
କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸುನ್ನತ್ ಅಸಲ್ಲ್ಯಾಕ್ನಿ ದೆವಾನ್ ಬಲ್ವಲ್ಲೆ ಹಾಯ್ ಹೊಲ್ಯಾರ್, ಸುನ್ನತ್ ಕರಿನಸಲ್ಯಾ ಸಾರ್ಕೆ ತೆನಿ ರ್ಹಾವ್ಚೆ ನ್ಹಯ್, ಸುನ್ನತ್ ಘೆಯ್ನಾಸಲ್ಲ್ಯಾಕ್ನಿ ದೆವಾನ್ ಬಲ್ವಲ್ಲೆ ರ್ಹಾಲ್ಯಾರ್ ತೆನಿ ಅಪ್ನಾಕ್ ಸುನ್ನತ್ ಕರುನ್ ಘೆವ್ಕ್ ಜಾವ್ಚೆ ನ್ಹಯ್.