1 Corinthians 7:21 — Compare Translations

7 translations compared side by side

Odia - 1840
"ଯଦି ପରମେଶ୍ବର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥା ରେ ଡ଼ାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭମାନେେ ସ୍ବାଧୀନ ହାଇପୋର, ତାହାହେଲେ ସହେି ସୁଯୋଗର ବ୍ଯବହାର କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇ ପାର, ତେବେ ବରଂ ସୁଯୋଗ ଅବଲମ୍ଵନ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ଆହ୍ୱାନ କଲାବେଳେ ତୁମେ କ’ଣ କ୍ରୀତଦାସ ଥିଲ? ସେଥିପାଇଁ ମନ କଷ୍ଟ କର ନାହିଁ, ଯଦି କୌଣସି ଉପାୟରେ ମୁକ୍ତ ହୋଇପାର, ତେବେ ସେହି ସୁଯୋଗର ସଦ୍ବ୍ୟବହାର କର।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ପରମେଶ୍ୱର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥାରେ ଡାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭେମାନେ ସ୍ୱାଧୀନ ହୋଇପାର, ତାହାହେଲେ ସେହି ସୁଯୋଗର ବ୍ୟବହାର କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇପାର, ତେବେ ବରଂ ସୁଯୋଗ ଅବଲମ୍ବନ କର।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇ ପାର, ତେବେ ବରଂ ସୁଯୋଗ ଅବଲମ୍ବନ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಕಾ ಬಲ್ವುನ್ ಹೊಲ್ಲೆ ತನ್ನಾ ತಿಯಾ ಗುಲಾಮ್ ಹೊತ್ತೆ ಕಾಯ್? ತಿಯಾ ಚಿಂತಾ ಕರುನಕೊ, ಸ್ವತಂತ್ರ್ ಹೊತಲೊ ಅವ್ಕಾಸ್ ತುಕಾ ಗಾವ್ಲೊ ತರ್ ಕುಶಿನಿ ಘೆ.