1 Corinthians 7:26 — Compare Translations
7 translations compared side by side
Odia - 1840
"ଏହା ସଙ୍କଟର ସମୟ। ଅତଏବ, ମାେ ମତ ରେ ତୁମ୍ଭେ ଯେପରି ଅଛ ସହେିପରି ରହିବା ଉତ୍ତମ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆସନ୍ନ ଦୁର୍ଦ୍ଦଶା ଦୃଷ୍ଟିରୁ ମୁଁ ମନେକରେ; ଜଣେ ବ୍ୟକ୍ତି ଯେପରି ଅଛି, ସେପରି ରହିବା ଆବଶ୍ୟକ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ସଙ୍କଟର ସମୟ। ଅତଏବ, ମୋ’ ମତରେ ତୁମ୍ଭେ ଯେପରି ଅଛ ସେହିପରି ରହିବା ଉତ୍ତମ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ।
Odia IRV 2017 (ଓଡିଆ ବାଇବେଲ)
ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅತ್ತಾಚ್ಯಾ ಅಸ್ಲ್ಯಾ ಅಡ್ಚನಿಚ್ಯಾ ಕಾಲಾತ್ ಎಕ್ಲ್ಯಾನ್ ಅಪ್ನಿ ಹಾಯ್ ತ್ಯಾಚ್ ಸ್ಥಿತಿತ್ ರ್ಹಾತಲೆ ಲೈ ಬರೆ ಮನುನ್ ಮಾಕಾ ದಿಸ್ತಾ.