1 Corinthians 7:3 — Compare Translations

7 translations compared side by side

Odia - 1840
"ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ଯ ଦବୋ ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସ୍ଵାମୀ ସ୍ତ୍ରୀକି ତାʼର ପ୍ରାପ୍ୟ ଦେଉ, ପୁଣି ସେହି-ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ଵାମୀକି ତାʼର ପ୍ରାପ୍ୟ ଦେଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ୱାମୀ, ସ୍ତ୍ରୀ ପ୍ରତି ନିଜର କର୍ତ୍ତବ୍ୟ ଓ ସ୍ତ୍ରୀ, ସ୍ୱାମୀ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ପୁଣି ଉଭୟେ ଉଭୟଙ୍କର ଆବଶ୍ୟକତା ପୂରଣ କରିବା ବିଧେୟ।
Odia Bible ERV 2004 (ପବିତ୍ର ବାଇବଲ)
ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସ୍ୱାମୀ ସ୍ତ୍ରୀକୁ ତାହାର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତାହାର ପ୍ରାପ୍ୟ ଦେଉ।
Odia IRV 2017 (ଓଡିଆ ବାଇବେଲ)
ସ୍ୱାମୀ ସ୍ତ୍ରୀକୁ ତା'ର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତା'ର ପ୍ରାପ୍ୟ ଦେଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಘೊವಾನ್ ಬಾಯ್ಕೊಕ್ ಜೆ ಕಾಯ್ ದಿತಲೆ ಹಾಯ್ ತೆ ದಿವ್ಚೆ ಅನಿ ಬಾಯ್ಕೊನ್ ಘವಾಕ್ ಜೆ ಕಾಯ್ ದಿತಲೆ ಹಾಯ್ ತೆ ದಿವ್ಚೆ ತೆನಿ ದೊಗೆಬಿ ಎಕಾಮೆಕಾಕ್ ಜೆ ಕಾಯ್ ದಿತಲೆ ಹಾಯ್ ತೆ ದಿವ್ನ್ ತೃಪ್ತಿ ಕರುಂದಿತ್.