1 Corinthians 7:38 — Compare Translations
7 translations compared side by side
Odia - 1840
"ଅତଏବ ୟିଏ ନିଜର କୁମାରୀ କନ୍ଯାର ବିବାହ କରାଉଛି, ସେ ଭଲ କରୁଛି ଓ ୟିଏ କୁମାରୀ କନ୍ଯାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅତଏବ ଯେ ତା’ର ବାଗ୍ଦତ୍ତାକୁ ବିବାହ କରେ, ସେ ଭଲ କରେ। କିନ୍ତୁ ଯେ ବିବାହ ନ କରେ, ସେ ତା’ଠାରୁ ଅଧିକ ଭଲ କରେ।
Odia Bible ERV 2004 (ପବିତ୍ର ବାଇବଲ)
ଅତଏବ ଯିଏ ନିଜର କୁମାରୀ କନ୍ୟାର ବିବାହ କରାଉଛି, ସେ ଭଲ କରୁଛି ଓ ଯିଏ କୁମାରୀ କନ୍ୟାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೊ ಕೊನ್ ಲಗ್ನಾಚಿ ಗೊಸ್ಟ್ ಹೊಲ್ಲ್ಯಾ ತ್ಯಾ ಚೆಡ್ವಾಕ್ ಲಗಿನ್ ಹೊತಾ ತೊ ಬರೆ ಕರ್ತಾ, ಖರೆ ಲಗಿನ್ ಹೊಯ್ ನಸ್ತಾನಾ ರ್ಹಾತಾ ತೊ ಅನಿ ಲೈ ಬರೆ ಕರ್ತಾ.