1 Corinthians 7:39 — Compare Translations
7 translations compared side by side
Odia - 1840
"ଜଣେ ସ୍ବାମୀ ଜୀବିତ ଥିବା ପର୍ୟ୍ଯନ୍ତ ସେ ତା' ସହିତ ରହିବା ପାଇଁ ବାଧ୍ଯ। ସ୍ବାମୀ ମରିଗଲା ପରେ ସେ ଯେ କୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ବାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପର୍ଣ୍ଣ ବିଶ୍ବସ୍ତ ହବୋ ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସ୍ଵାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ଵାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ଵାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ଵାଧୀନ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ୱାମୀ ବଞ୍ଚିଥିବା ପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାଧୀନ ନୁହେଁ। ସ୍ୱାମୀର ମୃତ୍ୟୁ ପରେ ସେ ଇଚ୍ଛାନୁଯାୟୀ ପୁନର୍ବିବାହ କରିପାରେ; କିନ୍ତୁ ଯାହାକୁ ବିବାହ କରିବ, ସେ ଖ୍ରୀଷ୍ଟବିଶ୍ୱାସୀ ହେବା ଆବଶ୍ୟକ।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସେ ତା’ ସହିତ ରହିବା ପାଇଁ ବାଧ୍ୟ। ସ୍ୱାମୀ ମରିଗଲା ପରେ ସେ ଯେକୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ୱାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ।
Odia IRV 2017 (ଓଡିଆ ବାଇବେଲ)
ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಬಾಯ್ಕೊಮನುಸ್ ಅಪ್ನಾಚೊ ಘೊವ್ ಝಿತ್ತೊ ರ್ಹಾಯ್ ಪತರ್ ತೆನಿ ಭಾಂದಲ್ಲ್ಯಾ ಸಾರ್ಕಿ ಮನುಕ್ ಹೊತಾ; ಖರೆ ತಿ ಘೊವ್ ಮರ್ಲೊ ತರ್ ಅಪ್ನಾಚ್ಯಾ ಮನಾಕ್ ಯೆಲ್ಲ್ಯಾ ಕಡೆ ಲಗಿನ್ ಹೊತಲೊ ಸ್ವತಂತ್ರ್ ತಿಕಾ ಹಾಯ್. ಖರೆ ತೊ ಧನಿಯಾಚೊ ಎಕ್ ವಿಶ್ವಾಸಿ ಹೊವ್ನ್ ರ್ಹಾವ್ಚೊ.