1 Corinthians 9:10 — Compare Translations
7 translations compared side by side
Odia - 1840
"ଏହା ନିଶ୍ଚିତ ଯେ ଆମ୍ଭ ବିଷୟ ରେ ମଧ୍ଯ ଲଖାଯାେଇଛି। କାରଣ ହଳ କରୁଥିବା ଓ ଶସ୍ଯ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହତେୁ, ପାଇବେ ବୋଲି ଆଶା କରିଥାନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ କଅଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତାʼର ବେଙ୍ଗଳା ପକାଇବା ଉଚିତ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ଆମ୍ଭମାନଙ୍କର ଉଦ୍ଦେଶ୍ୟରେ ଲିଖିତ ନୁହେଁ କି? ଅବଶ୍ୟ ତାହା ଆମ ପାଇଁ ଲିଖିତ। ଜମି ଚାଷକାରୀ ଓ ଫସଲ ଅମଳକାରୀ, ଫସଲରୁ ଅଂଶ ପାଇବା ପାଇଁ ଆଶା ରଖି କାର୍ଯ୍ୟ କରିଥାଆନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଏହା ନିଶ୍ଚିତ ଯେ ଆମ୍ଭ ବିଷୟରେ ମଧ୍ୟ ଲେଖାଯାଇଛି। କାରଣ ହଳ କରୁଥିବା ଓ ଶସ୍ୟ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହେତୁ, ପାଇବେ ବୋଲି ଆଶା କରିଥା’ନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ କଅଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ୍, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତାହାର ବେଙ୍ଗଳା ପକାଇବା ଉଚିତ୍।
Odia IRV 2017 (ଓଡିଆ ବାଇବେଲ)
ସେ କ'ଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତା'ର ବେଙ୍ଗଳା ପକାଇବା ଉଚିତ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಂಶೆವ್ ನಸ್ತಾನಾ ಅಮ್ಚೆಸಾಟ್ನಿ ತೆನಿ ಅಶೆ ಮಟ್ಲ್ಯಾನಾಯ್ ಹೊಯ್ಕಿ ನ್ಹಯ್? ಹೊಯ್, ಹೆ ಖರೆಬಿ ಅಮ್ಚ್ಯಾಸಾಟ್ನಿ ಲಿವಲ್ಲೆ ಹಾಯ್, ಕಶ್ಯಾಕ್ ಮಟ್ಲ್ಯಾರ್ ಜೊ ಕೊನ್ ನಾಂಗರ್ತಾ ತೊ ಪಿಕ್ಕಾಚೊ ವಾಟೊ ಗಾವ್ತಾ ಮನ್ತಲ್ಯಾ ಬರೊಸ್ಯಾನ್ ನಾಂಗ್ರುಚೆ ಅನಿ ಜೆ ಕೊನ್ ಮಳ್ತಾನಾ ತೊ ಪಿಕ್ಕಾಚೊ ವಾಟೊ ಗಾವ್ತಾ ಮನ್ತಲ್ಯಾ ಬರೊಸ್ಯಾನ್ ಮಳುಚೆ.