1 Corinthians 9:18 — Compare Translations

7 translations compared side by side

Odia - 1840
"ତା' ହେଲେ ମାରେ ପୁରସ୍କାର କ'ଣ? ମାରେ ପୁରସ୍କାର ଏହା ଯେ ସୁସମାଚାର ପ୍ରଚାର କଲା ବେଳେ ମୁଁ ମୁକ୍ତ ଭାବରେ ସୁସମାଚାରକୁ ଦଇେ ପାରିବି? ଏହିପରି ସୁସମାଚାର ପ୍ରଚାର ପାଇଁ ଯେଉଁ ପ୍ରାପ୍ଯ ମାରେ ପାଇବା କଥା, ତାହା ମୁଁ ଦାବୀ କରେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ମୋହର ପୁରସ୍କାର କଅଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ବିଷୟ କରେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେବେ ମୁଁ କି ପୁରସ୍କାର ପାଉଛି? ସମସ୍ତଙ୍କ ନିକଟରେ ବିନା ମୂଲ୍ୟରେ ସୁସମାଚାର ପ୍ରଚାର କରୁଛି, ଏହି ମୋର ପୁରସ୍କାର। ସେଥିପାଇଁ ସୁସମାଚାର ପ୍ରଚାର ଲାଗି ମୁଁ କୌଣସି ସୁଯୋଗ ସୁବିଧା ଉପଭୋଗ କରେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ତା’ହେଲେ ମୋର ପୁରସ୍କାର କ’ଣ? ମୋର ପୁରସ୍କାର ଏହା ଯେ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୁଁ ମୁକ୍ତ ଭାବରେ ସୁସମାଗ୍ଭରକୁ ଦେଇ ପାରିବି? ଏହିପରି ସୁସମାଗ୍ଭର ପ୍ରଗ୍ଭର ପାଇଁ ଯେଉଁ ପ୍ରାପ୍ୟ ମୋର ପାଇବା କଥା, ତାହା ମୁଁ ଦାବୀ କରେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ମୋହର ପୁରସ୍କାର କଅଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ।
Odia IRV 2017 (ଓଡିଆ ବାଇବେଲ)
ତେବେ ମୋହର ପୁରସ୍କାର କ'ଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಜಾಲ್ಯಾರ್ ಮಾಜೊ ಪಗಾರ್ ಕಾಯ್? ಬರ್‍ಯಾ ಖಬ್ರೆಚ್ಯಾ ಕಾಮಾಕ್ನಿ ಬರಿ ಖಬರ್ ಮಾಕಾ ದಿತಾ ತ್ಯಾ ಹಕ್ಕಾಕ್ನಿ ಮಿಯಾ ವಾಪ್ರಿನಸ್ತಾನಾ, ತಿ ಫುಕೊಟ್ ಮಿಯಾ ಪ್ರಚಾರ್ ಕರ್‍ತಾ. ಹ್ಯೊ ಅವ್ಕಾಸುಚ್ ಮಾಜೊ ಪಗಾರ್.