1 Corinthians 9:23 — Compare Translations

7 translations compared side by side

Odia - 1840
"ଏହା ସବୁ ମୁଁ ସୁସମାଚାର ପାଇଁ କରୁଛି, ସୁସମାଚାର ଆଶୀର୍ବାଦ ରେ ମାରେ ମଧ୍ଯ କିଛି ଅଂଶ ରହିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ସୁସମାଚାର ପ୍ରଚାର କରି, ଏଥିରୁ ଆଶୀର୍ବାଦପ୍ରାପ୍ତ ହେବା ନିମନ୍ତେ ଏ ସବୁ କରିଥାଏ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ସବୁ ମୁଁ ସୁସମାଗ୍ଭର ପାଇଁ କରୁଛି, ସୁସମାଗ୍ଭର ଆଶୀର୍ବାଦରେ ମୋର ମଧ୍ୟ କିଛି ଅଂଶ ରହିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ।
Odia IRV 2017 (ଓଡିଆ ବାଇବେଲ)
ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಸಗ್ಳೆ ಬರ್‍ಯಾ ಖಬ್ರೆಸಾಟ್ನಿ ಮಿಯಾ ಕರ್‍ತಾ; ಕಶ್ಯಾಕ್ ಮಟ್ಲ್ಯಾರ್ ಮಾಕಾಬಿ ತ್ಯಾತುರ್ ವಾಟೊ ಗಾವುಚೊ ಮನುನ್ ಮಾಜೊ ಬರೊಸೊ.