1 John 2:15 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ସଂସାରକୁ ବା ସେଥି ରେ ଥିବା ବିଷୟଗୁଡ଼ିକୁ ଭଲ ପାଅ ନାହିଁ। ଯଦି କହେି ସଂସାରକୁ ଭଲ ପାଏ, ତବେେ ପିତାଙ୍କ ପ୍ ରମେ ତାହାଠା ରେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସଂସାର କିଅବା ସେଥିରେ ଥିବା ବିଷୟସବୁକୁ ପ୍ରେମ ନ କର । କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ଜଗତ କିମ୍ବା ତାହାର କୌଣସି ବିଷୟ ପ୍ରତି ଆସକ୍ତ ହୁଅ ନାହିଁ। ତୁମେ ଯଦି ଜଗତ ପ୍ରତି ଆସକ୍ତ, ପରମ ପିତାଙ୍କ ପ୍ରତି ତୁମର ପ୍ରେମ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ସଂସାରକୁ ବା ସେଥିରେ ଥିବା ବିଷୟ ଗୁଡ଼ିକୁ ଭଲ ପାଅ ନାହିଁ। ଯଦି କେହି ସଂସାରକୁ ଭଲ ପାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;
Odia IRV 2017 (ଓଡିଆ ବାଇବେଲ)
ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮಿ ಹ್ಯಾ ಜಗಾಚೊ ಹೊಂವ್ದಿತ್, ಜಗಾತ್ ಹೊತ್ತ್ಯಾ ಸಾಮಾನಾಂಚೊ ಹೊಂವ್ದಿತ್, ಪ್ರೆಮ್ ಕರುನಕಾಸಿ, ಹ್ಯಾ ಜಗಾಚೊ ಪ್ರೆಮ್ ಕರ್ತಲ್ಯಾಕ್ ದೆವಾ ಬಾಬಾಚ್ಯಾ ವರ್ತಿ ಪ್ರೆಮ್ ರ್‍ಹಾಯ್ನಾ.