1 John 3:12 — Compare Translations
7 translations compared side by side
Odia - 1840
"ଆମ୍ଭେ କଯିନ344 ଭଳି ହବୋ ଉଚିତ ନୁହେଁ। କାରଣ ତାହାଙ୍କଠା ରେ ପାପାତ୍ମା ଥିଲା। ସେ ନିଜ ଭାଇ ହବେଲକୁ ହତ୍ଯା କଲା। ସେ ତା'ର ଭାଇକୁ କାହିଁକି ହତ୍ଯା କଲା? ସେ ଏପରି କଲା, କାରଣ ତା'ର କାର୍ୟ୍ଯଗୁଡ଼ିକ ମନ୍ଦ ଥିଲା ଓ ତା' ଭାଇର କର୍ମଗୁଡ଼ିକ ଭଲ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମେ କୟିନ ପରି ବୋ ନାହିଁ। କୟିନ ଶୟତାନର ବଶୀଭୂତ ହୋଇ ନିଜ ଭାଇକୁ ହତ୍ୟା କଲା। ତା’ ଭାଇକୁ ସେ କହିଁକି ହତ୍ୟା କଲା? ତା’ର ଭାଇ ସବୁବେଳେ ସତ୍କର୍ମ କରୁଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ କୟିନ ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା’ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା’ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಕಾಯಿನ್ ಮನ್ತಲ್ಯಾಚ್ಯಾ ಸಾರ್ಕೆ ಹೊವ್ಚೆ ನ್ಹಯ್, ಅಪ್ಲ್ಯಾ ಭಾವಾಚೊಚ್ ತೆನಿ ಜಿವ್ ಕಾಡ್ಲ್ಯಾನ್. ತೆನಿ ಅಪ್ಲ್ಯಾ ಭಾವಾಚೊ ಜಿವ್ ಕಾಡಲ್ಲೆ ಕಶ್ಯಾಕ್? ಅಪ್ಲಿ ಕಾಮಾ ಬುರ್ಶಿ ಹೊಲ್ಲಿ ಹೊತ್ತಿ ಅನಿ ಅಪ್ಲ್ಯಾ ಭಾವಾಚಿ ಕಾಮಾ ಬರಿ ಹೊಲ್ಲ್ಯಾಸಾಟ್ನಿ.