1 John 3:19 — Compare Translations

7 translations compared side by side

Odia - 1840
"ମାତ୍ର ଏହା ସତ୍ଯପ୍ ରମେ ହବୋ ଆବଶ୍ଯକ ଓ ଆଚରଣ ରେ ଆମ୍ଭେ ଏହା ଦଖାଇବୋ ଉଚିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,
Odia BSI (ପବିତ୍ର ବାଇବଲ (CL) NT (BSI))
ତାହେଲେ, ଆମେ ଜାଣି ପାିବା ଯେ, “ସତ୍ୟ”ରେ ଆମ୍ଭମାନଙ୍କର ସ୍ଥିତି ଏବଂ ଆମେ ଅବିଚଳିତ ମନରେ ଈଶ୍ୱରଙ୍କ ନିକଟରେ ଉପସ୍ଥିତ ହୋଇ ପାରିବା।
Odia Bible ERV 2004 (ପବିତ୍ର ବାଇବଲ)
ଏହିପରି ଭାବରେ ଆମ୍ଭେ ସତ୍ୟମାର୍ଗରେ ଅଛୁ ବୋଲି ଜାଣି ପାରିବା। ପୁଣି ଯଦି କୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତେବେ ମଧ୍ୟ ଆମ୍ଭେମାନେ ପରମେଶ୍ୱରଙ୍କ ଛାମୁରେ ଶାନ୍ତ ରହି ପାରିବା, କାରଣ ପରମେଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,
Odia IRV 2017 (ଓଡିଆ ବାଇବେଲ)
ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಸೆ ಅಮಿ ಖರ್‍ಯಾಕ್ ಮಿಳಲ್ಲೆ ಮನುನ್ ಹೆಚ್ಯಾನುಚ್ ಕಳುನ್ ಯೆತಾ.