1 John 3:20 — Compare Translations
6 translations compared side by side
Odia - 1840
"ଏହିପରି ଭାବରେ ଆମ୍ଭେ ସତ୍ଯମାର୍ଗ ରେ ଅଛୁ ବୋଲି ଜାଣିପାରିବା। ପୁଣି ଯଦି କୌଣସି ବିଷୟ ରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତବେେ ମଧ୍ଯ ଆମ୍ଭମାନେେ ପରମେଶ୍ବରଙ୍କ ଛାମୁ ରେ ଶାନ୍ତ ରହିପାରିବା, କାରଣ ପରମେଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ଦ୍ଵାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରି ପାରିବା; କାରଣ ଈଶ୍ଵର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ଆମ ବିବେକ ଆମକୁ ଦୋଷୀ କରେ, ଆମର ମନେ ରଖିବା ଉଚିତ ଯେ, ଈଶ୍ୱର ଆମ୍ଭମାନଙ୍କ ବିବେକଠାରୁ ବହୁ ଉଚ୍ଚରେ ଏବଂ ସେ ସବୁ କଥା ଜାଣନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରିପାରିବା; କାରଣ ଈଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରି ପାରିବା; କାରଣ ଈଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ಅಮ್ಚೊ ಭುತ್ತುರ್ಲೊ ಮನ್ ಸಗ್ಳ್ಯಾ ವಿಶಯಾತ್ನಿ ದೊಶಿ ಮನುನ್ ಕರ್ಲ್ಯಾರ್ ಅನಿ ದೆವ್ ಅಮ್ಚೊ ಮನ್ ವಳ್ಕಲ್ಲ್ಯಾ ವೈನಾ ಅಮ್ಚೊ ಮನ್ ತೊ ವಳಕ್ತಲ್ಯಾತ್ ಮೊಟೊ,ತೆಕಾ ಸಗ್ಳೆ ಗೊತ್ತ್ ಹಾಯ್.