1 Kings 12:6 — Compare Translations

5 translations compared side by side

Odia - 1840
"ଶ ଲୋମନଙ୍କ ଜୀବନ କାଳ ରେ ଯେଉଁ ପ୍ରାଚୀନମାନେ ତାଙ୍କୁ ମନ୍ତ୍ରଣା ଦେଉଥିଲେ, ରିହବିଯାମ ସହେି ପ୍ରାଚୀନମାନଙ୍କୁ ପରାମର୍ଶ ଦବୋକୁ କହିଲେ, ସହେି ଲୋକମାନଙ୍କୁ କି ଉତ୍ତର ଦବେି ମାେତେ ମନ୍ତ୍ରଣା ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ସେମାନଙ୍କ ସହିତ ମନ୍ତ୍ରଣା କରି କହିଲେ, ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ମନ୍ତ୍ରଣା ଦେଉଅଛ?
Odia Bible ERV 2004 (ପବିତ୍ର ବାଇବଲ)
ଶଲୋମନଙ୍କ ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କୁ ମନ୍ତ୍ରଣା ଦେଉଥିଲେ, ରିହବିୟାମ ସେହି ପ୍ରାଚୀନମାନଙ୍କୁ ପରାମର୍ଶ ଦେବାକୁ କହିଲେ, “ସେହି ଲୋକମାନଙ୍କୁ କି ଉତ୍ତର ଦେବି ମୋତେ ମନ୍ତ୍ରଣା ଦିଅ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?”
Odia IRV 2017 (ଓଡିଆ ବାଇବେଲ)