1 Kings 13:15 — Compare Translations
5 translations compared side by side
Odia - 1840
"ତେଣୁ ସେ ତାଙ୍କୁ ଅନୁ ରୋଧ କଲେ, ମାେ ଗୃହକୁ ଆସ ଓ ମାେ ସହିତ ଭୋଜନ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ସେ ତାହାକୁ କହିଲା, ମୋʼ ସଙ୍ଗେ ଗୃହକୁ ଆସ ଓ ଅନ୍ନ ଭୋଜନ କର ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ସେ ତାଙ୍କୁ ଅନୁରୋଧ କଲେ, “ମୋ’ ଗୃହକୁ ଆସ ଓ ମୋ’ ସହିତ ଭୋଜନ କର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ସେ ତାହାକୁ କହିଲା, “ମୋʼ ସଙ୍ଗେ ଗୃହକୁ ଆସ ଓ ଅନ୍ନ ଭୋଜନ କର।”
Odia IRV 2017 (ଓଡିଆ ବାଇବେଲ)
ତେବେ ସେ ତାହାକୁ କହିଲା, “ମୋ’ ସଙ୍ଗେ ଗୃହକୁ ଆସ ଓ ଅନ୍ନ ଭୋଜନ କର।”