1 Kings 13:30 — Compare Translations
5 translations compared side by side
Odia - 1840
"ସେ ପ୍ରାଚୀନ ଭବିଷ୍ଯଦ୍ବକ୍ତା ସହେି ଶବକୁ ନିଜ ପିତୃଲୋକଙ୍କ କବର ରେ କବର ଦେଲେ ଓ ତାଙ୍କପାଇଁ ବିଳାପ କରି କହିଲେ, ହେ ମାରେ ଭାଇ, ମୁଁ ତୁମ୍ଭ ପାଇଁ ବିଶଷେ ଦୁଃଖିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେ ଆପଣା କବରରେ ତାହାର ଶବ ଥୋଇଲା; ତହୁଁ ସେମାନେ, ହାୟ, ମୋହର ଭାଇ! ବୋଲି ତାହା ଲାଗି ବିଳାପ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେ ପ୍ରାଚୀନ ଭବିଷ୍ୟଦ୍ବକ୍ତା ସେହି ଶବକୁ ନିଜ ପିତୃଲୋକଙ୍କ କବରରେ କବର ଦେଲେ ଓ ତାଙ୍କପାଇଁ ବିଳାପ କରି କହିଲେ, “ହେ ମୋର ଭାଇ, ମୁଁ ତୁମ୍ଭ ପାଇଁ ବିଶେଷ ଦୁଃଖିତ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଆପଣା କବରରେ ତାହାର ଶବ ଥୋଇଲା; ତହୁଁ ସେମାନେ, “ହାୟ, ମୋହର ଭାଇ!” ବୋଲି ତାହା ଲାଗି ବିଳାପ କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଆପଣା କବରରେ ତାହାର ଶବ ଥୋଇଲା; ତହୁଁ ସେମାନେ, “ହାୟ, ମୋହର ଭାଇ!” ବୋଲି ତାହା ଲାଗି ବିଳାପ କଲେ।