1 Kings 13:31 — Compare Translations

5 translations compared side by side

Odia - 1840
"ସେ ଶବଟିକୁ କବର ଦଲୋପରେ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, ମୁଁ ମଲେ, ଯେଉଁ କବର ରେ ପରମେଶ୍ବରଙ୍କ ଲୋକ କବର ପାଇଅଛି ମାେତେ ସହେି ସ୍ଥାନ ରେ କବର ଦବେ ଓ ତାହାର ଅସ୍ଥି ନିକଟରେ ମାରେ ଅସ୍ଥି ରଖିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେ ତାହାକୁ କବର ଦେଲା ଉତ୍ତାରେ ଆପଣା ପୁତ୍ରମାନଙ୍କୁ କହିଲା, ମୁଁ ମଲେ, ଯେଉଁ କବରରେ ପରମେଶ୍ଵରଙ୍କ ଏହି ଲୋକ କବର ପାଇଅଛି, ତହିଁରେ ମୋତେ କବର ଦେଇ ତାହାର ଅସ୍ଥି ପାଖରେ ମୋହର ଅସ୍ଥି ରଖିବ ।
Odia Bible ERV 2004 (ପବିତ୍ର ବାଇବଲ)
ସେ ଶବଟିକୁ କବର ଦେଲାପରେ ସେହି ବୃଦ୍ଧ ଭବିଷ୍ୟ‌ଦ୍‌ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଲୋକ କବର ପାଇଅଛି ମୋତେ ସେହି ସ୍ଥାନରେ କବର ଦେବ ଓ ତାହାର ଅସ୍ଥି ନିକଟରେ ମୋର ଅସ୍ଥି ରଖିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେ ତାହାକୁ କବର ଦେଲା ଉତ୍ତାରେ ଆପଣା ପୁତ୍ରମାନଙ୍କୁ କହିଲା, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଏହି ଲୋକ କବର ପାଇଅଛି, ତହିଁରେ ମୋତେ କବର ଦେଇ ତାହାର ଅସ୍ଥି ପାଖରେ ମୋହର ଅସ୍ଥି ରଖିବ।
Odia IRV 2017 (ଓଡିଆ ବାଇବେଲ)
ଆଉ ସେ ତାହାକୁ କବର ଦେଲା ଉତ୍ତାରେ ଆପଣା ପୁତ୍ରମାନଙ୍କୁ କହିଲା, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଏହି ଲୋକ କବର ପାଇଅଛି, ତହିଁରେ ମୋତେ କବର ଦେଇ ତାହାର ଅସ୍ଥି ପାଖରେ ମୋହର ଅସ୍ଥି ରଖିବ।