1 Kings 18:43 — Compare Translations

5 translations compared side by side

Odia - 1840
"ତା'ପରେ ଏଲିଯ ତାଙ୍କର ସବେକକୁ କହିଲେ, ସମୁଦ୍ର ଆଡକୁ ଅନାଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେ ଆପଣା ଦାସକୁ କହିଲେ, ଉଠିଯାଇ ସମୁଦ୍ରଆଡ଼େ ଅନାଅ । ତହୁଁ ସେ ଉଠିଯାଇ ଅନାଇ କହିଲା, କିଛି ନାହିଁ । ଏଥିରେ ଏଲୀୟ କହିଲେ, ପୁନର୍ବାର ସାତ ଥର ଯାଅ ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଏଲିୟ ତାଙ୍କର ସେବକକୁ କହିଲେ, “ସମୁଦ୍ର ଆଡ଼କୁ ଅନାଅ।” ତହୁଁ ସେ ଉଠିଲା ଏବଂ ସମୁଦ୍ର ଆଡ଼କୁ ଅନାଇଲା ଏବଂ କହିଲା, “ମୁଁ କିଛି ଦେଖୁ ନାହିଁ।” ଏହିପରି ଭାବରେ ଏଲିୟ ତାଙ୍କୁ ସାତଥର ଯାଇ ଆସିବାକୁ କହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଆପଣା ଦାସକୁ କହିଲେ, “ଉଠିଯାଇ ସମୁଦ୍ର ଆଡ଼େ ଅନାଅ।” ତହୁଁ ସେ ଉଠିଯାଇ ଅନାଇ କହିଲା, “କିଛି ନାହିଁ।” ଏଥିରେ ଏଲୀୟ କହିଲେ, “ପୁନର୍ବାର ସାତ ଥର ଯାଅ।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଆପଣା ଦାସକୁ କହିଲେ, “ଉଠିଯାଇ ସମୁଦ୍ରଆଡ଼େ ଅନାଅ।” ତହୁଁ ସେ ଉଠିଯାଇ ଅନାଇ କହିଲା, “କିଛି ନାହିଁ।” ଏଥିରେ ଏଲୀୟ କହିଲେ, “ପୁନର୍ବାର ସାତ ଥର ଯାଅ।”