1 Kings 4:3 — Compare Translations
5 translations compared side by side
Odia - 1840
"ଶୀଶାର ପୁତ୍ର ଇଲୀହାରଫେ ଓ ଅହିଯ ଉଭୟ ବିଗ୍ଭରାଳଯ ରେ ଯାହା ହେଉଥିଲା ସମାନେେ ଲେଖୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ଲେଖକ; ଅହୀଲୂଦର ପୁତ୍ର ଯିହୋଶଫଟ ଇତିହାସକର୍ତ୍ତା
Odia Bible ERV 2004 (ପବିତ୍ର ବାଇବଲ)
ଶୀଶାର ପୁତ୍ର ଇଲୀହୋରଫ ଓ ଅହିୟ ଉଭୟ ବିଗ୍ଭରାଳୟରେ ଯାହା ହେଉଥିଲା ସେମାନେ ଲେଖୁଥିଲେ। ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲିପିକାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ସମ୍ପାଦକ; ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ
Odia IRV 2017 (ଓଡିଆ ବାଇବେଲ)
ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ସମ୍ପାଦକ; ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ