1 Kings 4:9 — Compare Translations
5 translations compared side by side
Odia - 1840
"ମାକସ୍, ଶାଲବୀମ୍, ବୈଥ୍-ଶମେଶ, ଓ ଏଲୋନ-ବୈଥାନନର ଶାସନକର୍ତ୍ତା ଥିଲେ, ବିନ୍ଦକରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାକସ୍ ଓ ଶାଲବୀମ୍ ଓ ବୈଥ୍-ଶେମଶ୍ ଓ ଏଲୋନ-ବୈଥାନନରେ ବିନ୍-ଦେକର;
Odia Bible ERV 2004 (ପବିତ୍ର ବାଇବଲ)
ମାକସ୍, ଶାଲବୀମ୍, ବୈଥ୍-ଶେମଶ, ଓ ଏଲୋନ-ବୈଥାନନର ଶାସନକର୍ତ୍ତା ଥିଲେ, ବିନ୍-ଦେକର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାକସ୍, ଶାଲବୀମ୍, ବେଥ୍-ଶେମଶ ଓ ଏଲୋନ-ବେଥ୍-ହାନନ୍ରେ ବିନ୍-ଦେକର;
Odia IRV 2017 (ଓଡିଆ ବାଇବେଲ)
ମାକସ୍, ଶାଲବୀମ୍, ବେଥ୍-ଶେମଶ୍ ଓ ଏଲୋନ-ବେଥ୍-ହାନନ୍ରେ ବିନ୍-ଦେକର;