1 Kings 7:34 — Compare Translations

5 translations compared side by side

Odia - 1840
"ପ୍ରଲତ୍ୟକକ ଖଟୁଲିର ଗ୍ଭରି କୋଣସର ଗ୍ଭରୋଟି ଠଲସା ଥିଲା ଓସସହି ଠଲସାଗୁଡିକ ଖଟୁଲି ସହିତ ଏକ ଖଣ୍ତସହାଇ ରହିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ପ୍ରତ୍ୟେକ ବୈଠିକିର ଚାରିକୋଣରେ ଚାରି ଅବଲମ୍ଵନ ଥିଲା, ସେହି ଅବଲମ୍ଵନ ବୈଠିକି ଦେହରେ ନିର୍ମିତ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତ୍ୟେକ ଖଟୁଲିର ଗ୍ଭରି କୋଣରେ ଗ୍ଭରୋଟି ଠେସା ଥିଲା ଓ ସେହି ଠେସାଗୁଡ଼ିକ ଖଟୁଲି ସହିତ ଏକ ଖଣ୍ତ ହୋଇ ରହିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ପ୍ରତ୍ୟେକ ବଇଠିକିର ଚାରି କୋଣରେ ଚାରି ଅବଲମ୍ବନ ଥିଲା, ସେହି ଅବଲମ୍ବନ ବଇଠିକି ଦେହରେ ନିର୍ମିତ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ପ୍ରତ୍ୟେକ ବଇଠିକିର ଚାରିକୋଣରେ ଚାରି ଅବଲମ୍ବନ ଥିଲା, ସେହି ଅବଲମ୍ବନ ବଇଠିକି ଦେହରେ ନିର୍ମିତ ଥିଲା।