1 Kings 7:46 — Compare Translations

5 translations compared side by side

Odia - 1840
"ଶଲଲାମନ ସମସ୍ତ ଜିନିଷ ନିର୍ମାଣସର ବ୍ଯବହୃତ ପିତ୍ତଳକୁ ଓଜନ କଲଲ ନାହିଁ। କାରଣ ତା'ର ପରିମାଣ ଏଲତ ଅଧିକ ଥିଲାସଯ ତାହା ଓଜନ କରିବା ସମ୍ଭବ ନଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରାଜା ଯର୍ଦ୍ଦନ-ପଦାରେ ସୁକ୍କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହାସବୁ ଢଳାଇଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଶଲୋମନ ସମସ୍ତ ଜିନିଷ ନିର୍ମାଣରେ ବ୍ୟବହୃତ ପିତ୍ତଳକୁ ଓଜନ କଲେ ନାହିଁ। କାରଣ ତା’ର ପରିମାଣ ଏତେ ଅଧିକ ଥିଲା ଯେ ତାହା ଓଜନ କରିବା ସମ୍ଭବ ନ ଥିଲା। ରାଜା ଯର୍ଦ୍ଦନ ପଦାରେ ସୁ‌କ୍‌କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚି‌କ୍‌କଣ ଭୂମିରେ ତାହା ନିର୍ମାଣ କରିବାକୁ ଆଦେଶ ଦେଲେ। ସେଗୁଡ଼ିକୁ ପିତ୍ତଳ ତରଳାଇ ଓ ଛାଞ୍ଚରେ ଢାଳି ତିଆରି କରାଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରାଜା ଯର୍ଦ୍ଦନ-ପଦାରେ ସୁକ୍କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହାସବୁ ଢଳାଇଲେ।
Odia IRV 2017 (ଓଡିଆ ବାଇବେଲ)
ରାଜା ଯର୍ଦ୍ଦନ-ପଦାରେ ସୁକ୍‍କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚିକ୍‍କଣ ଭୂମିରେ ତାହାସବୁ ଢଳାଇଲେ।