1 Kings 7:47 — Compare Translations
4 translations compared side by side
Odia - 1840
"ରାଜା ୟର୍ଦ୍ଦନ ପଦାସର ସୁକ୍କୋତ ଓ ସର୍ତ୍ତନ ମଧ୍ଯସ୍ଥିତ ଚିକ୍କଣ ଭୂମିଲର ତାହା ନିର୍ମାଣ କରିବାକୁ ଆଲଦଶସଦଲଲ।ସସଗୁଡିକୁ ପିତ୍ତଳ ତରଳାଇ ଓ ଛାଞ୍ଚସର ଢାଳି ତାଆରି କରାଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଅତ୍ୟ; ବାହୁଲ୍ୟ ହେତୁ ଶଲୋମନ ସେହିସବୁ ପାତ୍ର ତୌଲ କଲେ ନାହିଁ; ପିତ୍ତଳର ଓଜନ ଜଣାଗଲା ନାହିଁ ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଅତ୍ୟନ୍ତ ବାହୁଲ୍ୟ ହେତୁ ଶଲୋମନ ସେହି ସବୁ ପାତ୍ର ତୌଲ କଲେ ନାହିଁ; ପିତ୍ତଳର ଓଜନ ଜଣାଗଲା ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଆଉ, ଅତ୍ୟନ୍ତ ବାହୁଲ୍ୟ ହେତୁ ଶଲୋମନ ସେହିସବୁ ପାତ୍ର ତୌଲ କଲେ ନାହିଁ; ପିତ୍ତଳର ଓଜନ ଜଣାଗଲା ନାହିଁ।