1 Kings 8:31 — Compare Translations

5 translations compared side by side

Odia - 1840
"ଯଦି କହେି ନିଜ ପ୍ରତିବେଶୀ ବିରୁଦ୍ଧ ରେ କିଛି ପାପ କରେ ତବେେ ତାକୁ ଏହି ମନ୍ଦିରର ୟଜ୍ଞବଦେୀ ନିକଟକୁ ଅଣାୟିବ। ସଂପୃକ୍ତ ବ୍ଯକ୍ତି ଜଣଙ୍କ ସହେି ଭୂଲ୍ କରିଥିବା ବ୍ଯକ୍ତି ଜଣକ ବିରୁଦ୍ଧ ରେ ଶାପ ଦବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ ଯେବେ ତାହାକୁ ଶପଥ କରାଇବା ପାଇଁ କୌଣସି ଶପଥ ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ,
Odia Bible ERV 2004 (ପବିତ୍ର ବାଇବଲ)
“ଯଦି କେହି ନିଜ ପ୍ରତିବାସୀ ବିରୁଦ୍ଧରେ କିଛି ପାପ କରେ ତେବେ ତାକୁ ଏହି ମନ୍ଦିରର ଯଜ୍ଞବେଦି ନିକଟକୁ ଅଣାଯିବ। ସଂପୃକ୍ତ ବ୍ୟକ୍ତି ଜଣକ ସେହି ଭୁଲ୍ କରିଥିବା ବ୍ୟକ୍ତି ଜଣକ ବିରୁଦ୍ଧରେ ଶାପ ଦେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ ଯେବେ ତାହାକୁ ଶପଥ କରାଇବା ପାଇଁ କୌଣସି ଶପଥ; ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ,
Odia IRV 2017 (ଓଡିଆ ବାଇବେଲ)
କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ ଯେବେ ତାହାକୁ ଶପଥ କରାଇବା ପାଇଁ କୌଣସି ଶପଥ; ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ,