1 Kings 8:44 — Compare Translations
5 translations compared side by side
Odia - 1840
" କବେେ କବେେ ତୁମ୍ଭର ଲୋକ ତୁମ୍ଭର ଆଦେଶ ରେ ଶତୃ ବିପକ୍ଷ ରେ ୟୁଦ୍ଧ କରିବାକୁ ଗଲା ବେଳେ ତୁମ୍ଭର ଏହି ମନୋନୀତ ସ୍ଥାନ ରେ ତୁମ୍ଭ ସମ୍ମାନାର୍ଥେ ମାେ ଦ୍ବାରା ନିର୍ମିତ ମନ୍ଦିର ରେ ପ୍ରାର୍ଥନା କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ ଯେବେ ସେମାନେ ଆପଣା ଶତ୍ରୁ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋʼ ନିର୍ମିତ ଏହି ଗୃହ ଆଡ଼େ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ,
Odia Bible ERV 2004 (ପବିତ୍ର ବାଇବଲ)
“କେବେ କେବେ ତୁମ୍ଭର ଲୋକ ତୁମ୍ଭର ଆଦେଶରେ ଶତ୍ରୁ ବିପକ୍ଷରେ ଯୁଦ୍ଧ କରିବାକୁ ଗଲାବେଳେ ତୁମ୍ଭର ଏହି ମନୋନୀତ ସ୍ଥାନରେ ତୁମ୍ଭ ସମ୍ମାନାର୍ଥେ ମୋ’ ଦ୍ୱାରା ନିର୍ମିତ ମନ୍ଦିରରେ ପ୍ରାର୍ଥନା କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ ଯେବେ ସେମାନେ ଆପଣା ଶତ୍ରୁ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ ନିର୍ମିତ ଏହି ଗୃହ ଆଡ଼େ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ,
Odia IRV 2017 (ଓଡିଆ ବାଇବେଲ)