1 Kings 9:18 — Compare Translations

5 translations compared side by side

Odia - 1840
"ସେ ମଧ୍ଯ ୟର୍ଦ୍ଦନ ପ୍ରାନ୍ତରସ୍ଥ ବାଲତ୍ ଓ ତାଦ ମାରେ ନିର୍ମାଣ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ବାଲତ୍ ଓ ପ୍ରାନ୍ତରସ୍ଥ ତାମୋର,
Odia Bible ERV 2004 (ପବିତ୍ର ବାଇବଲ)
ସେ ମଧ୍ୟ ଯର୍ଦ୍ଦନ ପ୍ରାନ୍ତରସ୍ଥ ବାଲତ୍ ଓ ତାଦମୋର ସହର ନିର୍ମାଣ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବାଲତ୍‍ ଓ ପ୍ରାନ୍ତରସ୍ଥ ତାମୋର,
Odia IRV 2017 (ଓଡିଆ ବାଇବେଲ)
ବାଲତ୍‍ ଓ ପ୍ରାନ୍ତରସ୍ଥ ତାମର,