1 Peter 1:10 — Compare Translations

7 translations compared side by side

Odia - 1840
"ଭବିଷ୍ଯଦ୍ ବକ୍ତାମାନେ ମନୋୟୋଗ ସହକା ରେ ଅଧ୍ଯୟନ କରି ଏହି ଉଦ୍ଧାର ବିଷୟ ରେ ଜାଣିବା ପାଇଁ ଚେଷ୍ଟା କଲେ। ସହେି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟ ରେ କହିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେହି ପରିତ୍ରାଣ ସମ୍ଵନ୍ଧରେ ଯନି ସହକାରେ ଅନ୍ଵେଷଣ ଓ ଅନୁସନ୍ଧାନ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ପରିତ୍ରାଣ ସମ୍ବଦ୍ଧରେ ଭାବବାଦୀମାନେ ମନୋଯୋଗନୂର୍ବକ ଅନ୍ୱେଷଣ ଓ ଅନୁସନ୍ଧାନ କରି, ଈଶ୍ୱରଙ୍କ ନିରୂପିତ ଦାନ ବିଷୟରେ ଭବିଷ୍ୟତ୍ବାଣୀ ପ୍ରକାଶ କରିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ମନୋଯୋଗ ସହକାରେ ଅଧ୍ୟୟନ କରି ଏହି ଉଦ୍ଧାର ବିଷୟରେ ଜାଣିବା ପାଇଁ ଚେଷ୍ଟା କଲେ। ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟରେ କହିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಕಾ ಗಾವುಕ್ ಮನುನ್ ಅಸಲ್ಲ್ಯಾ ಕುರ್ಪೆಚ್ಯಾ ವಿಶಯಾತ್ ಸಾಂಗುನ್ ದಿಲ್ಲ್ಯಾ ಪ್ರವಾದ್ಯಾನಿ ಹ್ಯಾ ಫುಕೊಟ್ಚ್ಯಾ ದೆನ್ಗಿ ವಿಶಯಾತ್ ಹುರ್ಶಾಕಿನ್ ಇಚಾರ್ ಅನಿ ಸೊದ್ನಾ ಕರಲ್ಲ್ಯಾನಿ.