1 Samuel 13:1 — Compare Translations

5 translations compared side by side

Odia - 1840
"ସହେି ସମୟରେ ଶାଉଲ ଏକ ବର୍ଷ ପାଇଁ ରାଜା ଥିଲେ। ସେ ଇଶ୍ରାୟେଲ ରେ ଦକ୍ସ୍ଟଇବର୍ଷ ଶାସନ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶାଉଲ [ ତିରିଶ ] ବର୍ଷ ବୟସରେ ରାଜା ହେଲେ ଓ ସେ ଇସ୍ରାଏଲ ଉପରେ [ ତିରିଶ ଉପରେ ] ଦୁଇ ବର୍ଷ ରାଜତ୍ଵ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଶାଉଲ ପ୍ରଥମେ ଭୁଲ୍ କଲେ ସେହି ସମୟରେ ଶାଉଲ ଏକ ବର୍ଷ ପାଇଁ ରାଜା ଥିଲେ। ସେ ଇସ୍ରାଏଲରେ ଦୁଇ ବର୍ଷ ଶାସନ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶାଉଲ ତିରିଶ ବର୍ଷ ବୟସରେ ଇସ୍ରାଏଲ ଉପରେ ରାଜତ୍ୱ କଲେ।
Odia IRV 2017 (ଓଡିଆ ବାଇବେଲ)
ଶାଉଲ ତିରିଶ ବର୍ଷ ବୟସରେ ଇସ୍ରାଏଲ ଉପରେ ରାଜତ୍ୱ କଲେ।