1 Samuel 14:27 — Compare Translations
5 translations compared side by side
Odia - 1840
"କିନ୍ତୁ ଯୋନାଥନ ପ୍ରତିଜ୍ଞା ବିଷଯ ରେ ଜାଣି ନ ଥିଲା। ସେ ତାଙ୍କ ବାପା ଲୋକମାନଙ୍କୁ ପ୍ରତିଜ୍ଞା କରିବାକୁ ବାଧ୍ଯ କରିଥିବା କଥା ସେ ଜାଣି ନ ଥିଲା। ଯୋନାଥନ ହାତ ରେ ବାଡି ଥିଲା, ସେ ବାଡିର ଅଗ୍ରଭାଗ ଦ୍ବାରା କିଛି ମହକ୍ସ୍ଟ ବାହାର କରି ଆଣିଲେ ଏବଂ ଖାଇଲା ଏବଂ ବହକ୍ସ୍ଟତ ଆଶ୍ବସ୍ତ ବୋଧ କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଯୋନାଥନ ଆପଣା ପିତା ଲୋକମାନଙ୍କୁ ଶପଥ କରାଇବା ବେଳେ ଶୁଣି ନ ଥିଲା; ଏହେତୁ ସେ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ରଭାଗ ବଢ଼ାଇ ମହୁଚାକରେ ବୁଡ଼ାଇଲା ଓ ମୁଖକୁ ହସ୍ତ ନେଲା; ତହିଁରେ ତାହାର ଚକ୍ଷୁ ସତେଜ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯୋନାଥନ ପ୍ରତିଜ୍ଞା ବିଷୟରେ ଜାଣି ନ ଥିଲେ। ସେ ତାଙ୍କ ବାପା ଲୋକମାନଙ୍କୁ ପ୍ରତିଜ୍ଞା କରିବାକୁ ବାଧ୍ୟ କରିଥିବା କଥା ସେ ଜାଣି ନ ଥିଲେ। ଯୋନାଥନ ହାତରେ ବାଡ଼ି ଥିଲା, ସେ ବାଡ଼ିର ଅଗ୍ରଭାଗ ଦ୍ୱାରା କିଛି ମହୁ ବାହାର କରି ଆଣିଲେ ଏବଂ ଖାଇଲେ ଏବଂ ବହୁତ ଆଶ୍ୱସ୍ତ ବୋଧ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଯୋନାଥନ ଆପଣା ପିତା ଲୋକମାନଙ୍କୁ ଶପଥ କରାଇବା ବେଳେ ଶୁଣି ନ ଥିଲା; ଏହେତୁ ସେ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ରଭାଗ ବଢ଼ାଇ ମହୁଚାକରେ ବୁଡ଼ାଇଲା ଓ ମୁଖକୁ ହସ୍ତ ନେଲା; ତହିଁରେ ତାହାର ଚକ୍ଷୁ ସତେଜ ହେଲା।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଯୋନାଥନ ଆପଣା ପିତା ଲୋକମାନଙ୍କୁ ଶପଥ କରାଇବା ବେଳେ ଶୁଣି ନ ଥିଲା; ଏହେତୁ ସେ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ରଭାଗ ବଢ଼ାଇ ମହୁଚାକରେ ବୁଡ଼ାଇଲା ଓ ମୁଖକୁ ହସ୍ତ ନେଲା; ତହିଁରେ ତାହାର ଚକ୍ଷୁ ସତେଜ ହେଲା।