1 Samuel 14:29 — Compare Translations

5 translations compared side by side

Odia - 1840
"ଯୋନାଥନ କହିଲା, ମାେ ବାପା ଏ ଦେଶକକ୍ସ୍ଟ ବହକ୍ସ୍ଟତ ସମସ୍ଯା ଆଣିଛନ୍ତି। ଦେଖ! ମୁ ଅଳ୍ପ ମହକ୍ସ୍ଟ ଖାଇ କିପରି ଆଶ୍ବସ୍ତ ବୋଧ କରୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଯୋନାଥନ କହିଲା, ମୋʼ ପିତା ଦେଶକୁ ଦୁଃଖ ଦେଇଅଛନ୍ତି; ଦେଖିଲ, ଏହି ମହୁରୁ ଟିକିଏ ଆସ୍ଵାଦ କରିବାରୁ ମୋର ଚକ୍ଷୁ କିପରି ସତେଜ ହୋଇଅଛିଣ!
Odia Bible ERV 2004 (ପବିତ୍ର ବାଇବଲ)
ଯୋନାଥନ କହିଲେ, “ମୋ’ ବାପା ଏ ଦେଶକୁ ବହୁତ ସମସ୍ୟା ଆଣିଛନ୍ତି। ଦେଖ! ମୁଁ ଅଳ୍ପ ମହୁ ଖାଇ କିପରି ଆଶ୍ୱସ୍ତ ବୋଧ କରୁଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଯୋନାଥନ କହିଲା, “ମୋʼ ପିତା ଦେଶକୁ ଦୁଃଖ ଦେଇଅଛନ୍ତି; ଦେଖିଲ, ଏହି ମହୁରୁ ଟିକିଏ ଆସ୍ୱାଦ କରିବାରୁ ମୋର ଚକ୍ଷୁ କିପରି ସତେଜ ହୋଇଅଛି!
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଯୋନାଥନ କହିଲା, ମୋ’ ପିତା ଦେଶକୁ ଦୁଃଖ ଦେଇଅଛନ୍ତି; ଦେଖିଲ, ଏହି ମହୁରୁ ଟିକିଏ ଆସ୍ୱାଦ କରିବାରୁ ମୋର ଚକ୍ଷୁ କିପରି ସତେଜ ହୋଇଅଛି!