1 Samuel 14:31 — Compare Translations
5 translations compared side by side
Odia - 1840
"ପକ୍ସ୍ଟଣି ସଦେିନ ଇଶ୍ରାୟେଲୀୟମାନେ ପଲେଷ୍ଟୀୟଙ୍କକ୍ସ୍ଟ ପରାସ୍ତ କଲେ। ସମାନେେ ମିକ୍ମସ୍ ଠାରକ୍ସ୍ଟ ଅଯାଲୋନ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କ ସହ ୟକ୍ସ୍ଟଦ୍ଧ କଲେ। ତେଣୁ ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧିତ ହାଇପଡେିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେଦିନ ସେମାନେ ମିକ୍ମସ୍ଠାରୁ ଅୟାଲୋନ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ; ତହିଁରେ ଲୋକମାନେ ଅତିଶୟ କ୍ଳା; ହେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ସେଦିନ ଇସ୍ରାଏଲୀୟମାନେ ପଲେଷ୍ଟୀୟଙ୍କୁ ପରାସ୍ତ କଲେ। ସେମାନେ ମିକ୍ମସ୍ଠାରୁ ଅୟାଲୋନ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ସହ ଯୁଦ୍ଧ କଲେ। ତେଣୁ ସେମାନେ କ୍ଳାନ୍ତ ଓ କ୍ଷୁଧିତ ହୋଇପଡ଼ିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେଦିନ ସେମାନେ ମିକ୍ମସ୍ଠାରୁ ଅୟାଲୋନ୍ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ; ତହିଁରେ ଲୋକମାନେ ଅତିଶୟ କ୍ଳାନ୍ତ ହେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେଦିନ ସେମାନେ ମିକ୍ମସ୍ଠାରୁ ଅୟାଲୋନ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ; ତହିଁରେ ଲୋକମାନେ ଅତିଶୟ କ୍ଳାନ୍ତ ହେଲେ।