1 Samuel 14:44 — Compare Translations

5 translations compared side by side

Odia - 1840
"ଶାଉଲ କହିଲେ, ମୁ ପରମେଶ୍ବରଙ୍କ ପାଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ମାେ ପ୍ରତିଜ୍ଞା ନରେଖ, ତବେେ ମାେତେ ଦଣ୍ତିତ କରିବା ପାଇଁ ପରମେଶଓରଙ୍କୁ ଅନକ୍ସ୍ଟ ରୋଧ କରିଛି। ଯୋନାଥନ ନିଶ୍ଚଯ ମରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଶାଉଲ କହିଲେ, ପରମେଶ୍ଵର ସେହି ଦଣ୍ତ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ; ଯୋନାଥନ, ତୁମ୍ଭେ ନିତା; ମରିବ ।
Odia Bible ERV 2004 (ପବିତ୍ର ବାଇବଲ)
ଶାଉଲ କହିଲେ, “ମୁଁ ପରମେଶ୍ୱରଙ୍କ ପାଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ମୋ’ ପ୍ରତିଜ୍ଞା ନ ରଖେ, ତେବେ ମୋତେ ଦଣ୍ତିତ କରିବା ପାଇଁ ପରମେଶ୍ୱରଙ୍କୁ କହିଛି। ଯୋନାଥନ ନିଶ୍ଚୟ ମରିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଶାଉଲ କହିଲେ, “ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ; ଯୋନାଥନ, ତୁମ୍ଭେ ନିତାନ୍ତ ମରିବ।”
Odia IRV 2017 (ଓଡିଆ ବାଇବେଲ)
ତେବେ ଶାଉଲ କହିଲେ, ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ; ଯୋନାଥନ, ତୁମ୍ଭେ ନିତାନ୍ତ ମରିବ।