1 Samuel 14:8 — Compare Translations
5 translations compared side by side
Odia - 1840
"ଯୋନାଥନ ଉତ୍ତର ଦେଲେ, ଆମ୍ଭେ ସେ ଉପତ୍ୟକାକକ୍ସ୍ଟ ଅତୀକ୍ରମ କରିବା ଓ ପଲେଷ୍ଟୀୟମାନଙ୍କୁ ଆମ୍ଭଙ୍କକ୍ସ୍ଟ ଦେଖିବାକକ୍ସ୍ଟ ଦବୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଯୋନାଥନ କହିଲା, ଦେଖ, ଆମ୍ଭେମାନେ ସେହି ଲୋକମାନଙ୍କ ଆଡ଼କୁ ଯାଇ ସେମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଇବା ।
Odia Bible ERV 2004 (ପବିତ୍ର ବାଇବଲ)
ଯୋନାଥନ ଉତ୍ତର ଦେଲେ, “ଆମ୍ଭେ ସେ ଉପତ୍ୟକାକୁ ଅତିକ୍ରମ କରିବା ଓ ପଲେଷ୍ଟୀୟମାନଙ୍କୁ ଆମ୍ଭଙ୍କୁ ଦେଖିବାକୁ ଦେବା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଯୋନାଥନ କହିଲା, “ଦେଖ, ଆମ୍ଭେମାନେ ସେହି ଲୋକମାନଙ୍କ ଆଡ଼କୁ ଯାଇ ସେମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଇବା।
Odia IRV 2017 (ଓଡିଆ ବାଇବେଲ)
ତେବେ ଯୋନାଥନ କହିଲା, ଦେଖ, ଆମ୍ଭେମାନେ ସେହି ଲୋକମାନଙ୍କ ଆଡ଼କୁ ଯାଇ ସେମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଇବା।