1 Samuel 17:35 — Compare Translations
5 translations compared side by side
Odia - 1840
"ମୁ ତା' ପଛ ରେ ଗୋଡ଼ାଇଲି ଏବଂ ତାକକ୍ସ୍ଟ ଆଘାତ କରି, ତା' ପାଟିରକ୍ସ୍ଟ ମଷେକକ୍ସ୍ଟ ଛଡାଇ ଆଣିଲି। ବନ୍ଯ ପଶକ୍ସ୍ଟଟି ମାେ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା ମୁ ତା'ର ଦାଢି ଧରି ତାହାକକ୍ସ୍ଟ ମାରିଦଲେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତାʼ ମୁଖରୁ ଛୁଆକୁ ରକ୍ଷା କରେନ୍ତପୁଣି ସେ ମୋʼ ଉପରକୁ ଉଠିଲେ, ମୁଁ ତାହାର ଦାଢ଼ି ଧରି ତାହାକୁ ମାରି ବଧ କରେ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ତା’ ପଛରେ ଗୋଡ଼ାଇଲି ଏବଂ ତାକୁ ଆଘାତ କରି, ତା’ ପାଟିରୁ ମେଷକୁ ଛଡ଼ାଇ ଆଣିଲି। ବନ୍ୟ ପଶୁଟି ମୋ’ ଉପରକୁ କୁଦା ମାରିଲା ମୁଁ ତା’ର ଦାଢ଼ି ଧରି ତାହାକୁ ମାରି ଦେଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତାʼ ମୁଖରୁ ଛୁଆକୁ ରକ୍ଷା କରେ; ପୁଣି, ସେ ମୋʼ ଉପରକୁ ଉଠିଲେ, ମୁଁ ତାହାର ଦାଢ଼ି ଧରି ତାହାକୁ ମାରି ବଧ କରେ।
Odia IRV 2017 (ଓଡିଆ ବାଇବେଲ)
ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତା’ ମୁଖରୁ ଛୁଆକୁ ରକ୍ଷା କରେ; ପୁଣି, ସେ ମୋ’ ଉପରକୁ ଉଠିଲେ, ମୁଁ ତାହାର ଦାଢ଼ି ଧରି ତାହାକୁ ମାରି ବଧ କରେ।