1 Samuel 17:56 — Compare Translations

5 translations compared side by side

Odia - 1840
"ରାଜା କହିଲେ, ପଗ୍ଭର ଏ ୟକ୍ସ୍ଟବକ କାହାର ପକ୍ସ୍ଟଅ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ରାଜା କହିଲେ, ପଚାର, ଏ ଭେଣ୍ତିଆଟି କାହାର ପୁଅ?
Odia Bible ERV 2004 (ପବିତ୍ର ବାଇବଲ)
ରାଜା କହିଲେ, “ପଗ୍ଭର ଏ ଯୁବକ କାହାର ପୁଅ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ରାଜା କହିଲେ, “ପଚାର, ଏ ଭେଣ୍ଡିଆଟି କାହାର ପୁଅ?”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ରାଜା କହିଲେ, ପଚାର, ଏ ଭେଣ୍ଡିଆଟି କାହାର ପୁଅ?