1 Samuel 20:28 — Compare Translations
5 translations compared side by side
Odia - 1840
"ଯୋନାଥନ ଉତ୍ତର ଦଲୋ, ଦାଉଦ ବେଥଲହମେକକ୍ସ୍ଟ ୟିବା ପାଇଁ ମାେତେ କହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ଯୋନାଥନ ଶାଉଲଙ୍କୁ ଉତ୍ତର କଲା, ଦାଉଦ ବେଥ୍ଲିହିମ୍କୁ ଯିବା ପାଇଁ ମୋତେ ବହୁତ କହିଲା,
Odia Bible ERV 2004 (ପବିତ୍ର ବାଇବଲ)
ଯୋନାଥନ ଉତ୍ତର ଦେଲେ, “ଦାଉଦ ବୈଥ୍ଲେହମକୁ ଯିବା ପାଇଁ ମୋତେ କହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ଯୋନାଥନ ଶାଉଲଙ୍କୁ ଉତ୍ତର କଲା, “ଦାଉଦ ବେଥଲିହିମକୁ ଯିବା ପାଇଁ ମୋତେ ବହୁତ କହିଲା,
Odia IRV 2017 (ଓଡିଆ ବାଇବେଲ)
ତହୁଁ ଯୋନାଥନ ଶାଉଲଙ୍କୁ ଉତ୍ତର କଲା, ଦାଉଦ ବେଥଲିହିମକୁ ଯିବା ପାଇଁ ମୋତେ ବହୁତ କହିଲା,