1 Samuel 21:10 — Compare Translations
5 translations compared side by side
Odia - 1840
"ଯାଜକ ଉତ୍ତର ଦେଲେ, ଏଠା ରେ ଗୋଟିଏ ଖଣ୍ତା ଅଛି, ଯାହାକି ପଲେଷ୍ଟୀୟ ଗଲିଯାତର ଅଟେ। ଏହାକକ୍ସ୍ଟ ତୁମ୍ଭେ ତାକକ୍ସ୍ଟ ଏଲୀଯ ଉପତ୍ୟକା ରେ ହତ୍ଯା କରିବା ସମୟରେ ଆଣିଥିଲ। ତାହା ସେ ଏଫୋଦ ପଛ ରେ ବସ୍ତ୍ର ଗକ୍ସ୍ଟଡା ହାଇେ ରଖା ୟାଇଛି। ଏହାକକ୍ସ୍ଟ ତୁମ୍ଭେ ନଇେପାର ଯଦି ତୁମ୍ଭେ ଗ୍ଭହଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ଦାଉଦ ଉଠି ଶାଉଲଙ୍କର ସମ୍ମୁଖରୁ ସେହିଦିନ ପଳାଇ ଗାଥ୍ର ରାଜା ଆଖୀଶ୍ ନିକଟକୁ ଗଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ଗାଥ୍ର ଶତ୍ରୁ ନିକଟକୁ ପଳାୟନ କଲେ ସେହି ଦିନ ଦାଉଦ ଶାଉଲଙ୍କଠାରୁ ପଳାୟନ କଲେ। ଦାଉଦ ଗାଥ୍ର ରାଜା ଆଖୀଶ୍ଙ୍କ ନିକଟକୁ ପଳାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ଦାଉଦ ଉଠି ଶାଉଲଙ୍କର ସମ୍ମୁଖରୁ ସେହି ଦିନ ପଳାଇ ଗାଥ୍ର ରାଜା ଆଖୀଶ୍ ନିକଟକୁ ଗଲେ।
Odia IRV 2017 (ଓଡିଆ ବାଇବେଲ)
ଏଉତ୍ତାରେ ଦାଉଦ ଉଠି ଶାଉଲଙ୍କର ସମ୍ମୁଖରୁ ସେହିଦିନ ପଳାଇ ଗାଥ୍ର ରାଜା ଆଖୀଶ୍ ନିକଟକୁ ଗଲେ।