1 Samuel 21:3 — Compare Translations

5 translations compared side by side

Odia - 1840
"ଦାଉଦ ଅହୀମଲକେକକ୍ସ୍ଟ କହିଲେ, ରାଜା ମାେତେ ଏକ ଗକ୍ସ୍ଟରକ୍ସ୍ଟତର ଆଦେଶ ସହ ପଠାଇଛନ୍ତି। ସେ ମାେତେ କହିଲେ, 'ଏ ଅଭିୟାନ ଆଉ କାହାକକ୍ସ୍ଟ ଜଣାଇବ ନାହିଁ। ମୁ ତୁମ୍ଭକୁ ଯାହା କରିବାକୁ କହିଲି, କୌଣସି ଲୋକ ଏକଥା ଜାଣିବା ଉଚିତ୍ ନକ୍ସ୍ଟ ହେଁ।' କେଉଁଠା ରେ ମାେତେ ଦଖାେ କରିବା ପାଇଁ ମୁ ମାେ ଲୋକମାନଙ୍କୁ କହିଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏବେ ତୁମ୍ଭ ହସ୍ତରେ କଅଣ ଅଛି? ପାଞ୍ଚଟି ରୋଟୀ, ଅବା ଯାହା କିଛି ଅଛି, ତାହା ମୋʼ ହସ୍ତରେ ଦିଅ ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭ ପାଖରେ ବର୍ତ୍ତମାନ କି ଖାଦ୍ୟ ଅଛି? ମୋତେ ବର୍ତ୍ତମାନ ପାଞ୍ଚପଟ ରୋଟୀ ଦିଅ କିମ୍ବା ଯାହାକିଛି ଅଛି ମୋତେ ଖାଇବାକୁ ଦିଅ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏବେ ତୁମ୍ଭ ହସ୍ତରେ କଅଣ ଅଛି? ପାଞ୍ଚୋଟି ରୁଟି, ଅବା ଯାହା କିଛି ଅଛି, ତାହା ମୋʼ ହସ୍ତରେ ଦିଅ।”
Odia IRV 2017 (ଓଡିଆ ବାଇବେଲ)
ଏବେ ତୁମ୍ଭ ହସ୍ତରେ କଅଣ ଅଛି? ପାଞ୍ଚଟି ରୁଟି, ଅବା ଯାହା କିଛି ଅଛି, ତାହା ମୋ’ ହସ୍ତରେ ଦିଅ।