1 Samuel 21:8 — Compare Translations

5 translations compared side by side

Odia - 1840
"ସଦେିନ ଶାଉଲଙ୍କ ଦାସମାନଙ୍କ ମଧ୍ଯରକ୍ସ୍ଟ ଜଣେ ଦାସ ସଠାେରେ ଥିଲା। ସେ ଥିଲେ ଇଦୋମୀଯ ଦୋଯଗେ। ଦୋଯଗେ ଥିଲା ଶାଉଲଙ୍କର ପଶକ୍ସ୍ଟପାଳକମାନଙ୍କର ମକ୍ସ୍ଟଖ୍ଯ। ଦୋଯଗଙ୍କେକ୍ସ୍ଟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଟକାଇ ରଖା ୟାଇଥିଲା ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଦାଉଦ ଅହୀମେଲକ୍କୁ କହିଲେ, ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ଼୍‍ଗ ନାହିଁ? କାରଣ ମୁଁ ଆପଣା ଖଡ଼୍‍ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣି ନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ଅହୀମେଲକକୁ କହିଲେ, “ଏଠାରେ ତୁମ୍ଭ ହାତରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁଁ ଆପଣା ‌‌ଖ‌ଡ଼୍‌ଗ ବା ଅସ୍ତ୍ରଶସ୍ତ୍ର ସାଥୀରେ ଆଣି ନାହିଁ। ଯେଣୁ ରାଜାଙ୍କ ଅଭିଯାନ ଶୀଘ୍ର କରିବାକୁ ପଡ଼ିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଦାଉଦ ଅହୀମେଲକ୍‍କୁ କହିଲେ, “ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ୍ଗ ନାହିଁ? କାରଣ ମୁଁ ଆପଣା ଖଡ୍ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣି ନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ଦାଉଦ ଅହୀମେଲକ୍‍କୁ କହିଲେ, ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ୍ଗ ନାହିଁ? କାରଣ ମୁଁ ଆପଣା ଖଡ୍ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣି ନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା।