1 Samuel 23:1 — Compare Translations

5 translations compared side by side

Odia - 1840
"ଲୋକମାନେ ଦାଉଦଙ୍କକ୍ସ୍ଟ କହିଲେ, ଦେଖ, ପଲେଷ୍ଟୀୟମାନେ କିଯୀଲାମାନଙ୍କ ବିରକ୍ସ୍ଟଦ୍ଧ ରେ ଲଢକ୍ସ୍ଟଛନ୍ତି ଓ ଖଳାରକ୍ସ୍ଟ ଶସ୍ଯ ଗ୍ଭରେି କରୁଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟୀୟମାନେ କିୟୀଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
କିୟୀଲାରେ ଦାଉଦ ଲୋକମାନେ ଦାଉଦଙ୍କୁ କହିଲେ, “ଦେଖ, ପଲେଷ୍ଟୀୟମାନେ କିୟୀଲାମାନଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି ଓ ଖଳାରୁ ଶସ୍ୟ ଗ୍ଭେରି କରୁଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟୀୟମାନେ କିୟୀଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟୀୟମାନେ କିୟୀଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି।