1 Samuel 26:1 — Compare Translations
5 translations compared side by side
Odia - 1840
"ସୀଫୀଯରକ୍ସ୍ଟ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ଦାଉଦ ଯେଶିମନର ହଖୀଲା ପର୍ବତ ରେ ଆପଣାକକ୍ସ୍ଟ ଲକ୍ସ୍ଟଗ୍ଭଇ ଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ସୀଫୀୟମାନେ ଗିବୀୟାକୁ ଶାଉଲଙ୍କ କତିକି ଆସି କହିଲେ, ଦାଉଦ କʼଣ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ଆପଣାକୁ ଲୁଚାଇ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ଓ ଅବୀଶୟ ଶାଉଲଙ୍କ ଛାଉଣିରେ ପ୍ରବେଶ କଲେ ସୀଫୀୟରୁ ଲୋକମାନେ ଗିବିୟାକୁ ଶାଉଲଙ୍କୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, “ଦାଉଦ ଯେଶିମନର ହଖୀଲା ପର୍ବତରେ ଆପଣାକୁ ଲୁଗ୍ଭଇ ଅଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ସୀଫୀୟମାନେ ଗିବୀୟାକୁ ଶାଉଲଙ୍କ ନିକଟକୁ ଆସି କହିଲେ, “ଦାଉଦ କʼଣ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ଆପଣାକୁ ଲୁଚାଇ ନାହିଁ।”
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ସୀଫୀୟମାନେ ଗିବୀୟାକୁ ଶାଉଲଙ୍କ ନିକଟକୁ ଆସି କହିଲେ, ଦାଉଦ କ’ଣ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ଆପଣାକୁ ଲୁଚାଇ ନାହିଁ।