1 Samuel 26:12 — Compare Translations

5 translations compared side by side

Odia - 1840
"ତେଣୁ ଦାଉଦ ଶାଉଲଙ୍କ ପାଖ ରେ ଥିବା ପାଣିପାତ୍ର ବର୍ଚ୍ଛାକକ୍ସ୍ଟ ସାଙ୍ଗ ରେ ଆଣିଲେ ଓ ତା'ପରେ ଦାଉଦ ଓ ଅବୀଶଯ ସେ ସ୍ଥାନ ପରିତ୍ଯାଗ କରି ଆସିଲେ। କୌଣସି ଲୋକ ଜାଣିପାରିଲେ ନାହିଁ କ'ଣ ସବୁ ଘଟିଗଲା। କୌଣସି ଲୋକ ଏହାକକ୍ସ୍ଟ ଦେଖି ନଥିଲେ। କୌଣସି ଲୋକ ମଧ୍ଯ ନିଦରକ୍ସ୍ଟ ଉଠି ନ ଥିଲେ। ଶାଉଲ ଏବଂ ତାଙ୍କର ସମସ୍ତ ସୈନ୍ଯ ଶାଇେ ପଡିଥିଲେ। କାରଣ ସଦାପ୍ରଭୁ ତାଙ୍କୁ ଗଭୀର ନିଦ୍ରା ଦଇେଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ଦାଉଦ ଶାଉଲଙ୍କର ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ, ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ, କି ଜାଣିଲା ନାହିଁ, କି କେହି ଜାଗିଲା ନାହିଁନ୍ତକାରଣ ସମସ୍ତେ ନିଦ୍ରିତ ଥିଲେ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଦାଉଦ ଶାଉଲଙ୍କ ପାଖରେ ଥିବା ପାଣିପାତ୍ର ବର୍ଚ୍ଛାକୁ ସାଙ୍ଗରେ ଆଣିଲେ ଓ ତା’ପରେ ଦାଉଦ ଓ ଅବୀଶୟ ସେ ସ୍ଥାନ ପରିତ୍ୟାଗ କରି ଆସିଲେ। କୌଣସି ଲୋକ ଜାଣି ପାରିଲେ ନାହିଁ କ’ଣ ସବୁ ଘଟିଗଲା। କୌଣସି ଲୋକ ଏହାକୁ ଦେଖି ନ ଥିଲେ। କୌଣସି ଲୋକ ମଧ୍ୟ ନିଦରୁ ଉଠି ନ ଥିଲେ। ଶାଉଲ ଏବଂ ତାଙ୍କର ସମସ୍ତ ସୈନ୍ୟ ଶୋଇ ପଡ଼ିଥିଲେ। କାରଣ ସଦାପ୍ରଭୁ ତାଙ୍କୁ ଗଭୀର ନିଦ୍ରା ଦେଇଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ଦାଉଦ ଶାଉଲଙ୍କର ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ, ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ, କି ଜାଣିଲା ନାହିଁ, କି କେହି ଜାଗିଲା ନାହିଁ; କାରଣ ସମସ୍ତେ ନିଦ୍ରିତ ଥିଲେ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ।
Odia IRV 2017 (ଓଡିଆ ବାଇବେଲ)