1 Samuel 26:14 — Compare Translations
5 translations compared side by side
Odia - 1840
"ଦାଉଦ ୈସନ୍ଯମାନଙ୍କୁ ଓ ନରର ପକ୍ସ୍ଟତ୍ର ଅବ୍ନରକକ୍ସ୍ଟ ଡାକି କହିଲେ, ହେ ଅବନର ତୁମ୍ଭେ ମାେତେ ଉତ୍ତର ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଦାଉଦ ଲୋକମାନଙ୍କୁ ଓ ନରର ପୁତ୍ର ଅବ୍ନରକୁ ଡାକି କହିଲେ, ହେ ଅବ୍ନର, ତୁମ୍ଭେ କʼଣ ଉତ୍ତର ଦେବ ନାହିଁ? ତେବେ ଅବ୍ନର ଉତ୍ତର ଦେଇ କହିଲା, ରାଜାଙ୍କୁ ଡାକ ପକାଇବା ଲୋକ ତୁମ୍ଭେ କିଏ?
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ସୈନ୍ୟମାନଙ୍କୁ ଓ ନରର ପୁତ୍ର ଅବ୍ନରକୁ ଡାକି କହିଲେ, “ହେ ଅବ୍ନର ତୁମ୍ଭେ ମୋତେ ଉତ୍ତର ଦିଅ।” ଅବ୍ନର ଉତ୍ତର ଦେଲା, “ତୁମ୍ଭେ କିଏ? ତୁମ୍ଭେ କାହିଁକି ରାଜାଙ୍କୁ ଡାକୁଛ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଦାଉଦ ଲୋକମାନଙ୍କୁ ଓ ନେର୍ର ପୁତ୍ର ଅବ୍ନରକୁ ଡାକି କହିଲେ, “ହେ ଅବ୍ନର, ତୁମ୍ଭେ କʼଣ ଉତ୍ତର ଦେବ ନାହିଁ?” ତେବେ ଅବ୍ନର ଉତ୍ତର ଦେଇ କହିଲା, “ରାଜାଙ୍କୁ ଡାକ ପକାଇବା ଲୋକ ତୁମ୍ଭେ କିଏ?”
Odia IRV 2017 (ଓଡିଆ ବାଇବେଲ)
ଆଉ ଦାଉଦ ଲୋକମାନଙ୍କୁ ଓ ନେର୍ର ପୁତ୍ର ଅବ୍ନରକୁ ଡାକି କହିଲେ, ହେ ଅବ୍ନର, ତୁମ୍ଭେ କ’ଣ ଉତ୍ତର ଦେବ ନାହିଁ? ତେବେ ଅବ୍ନର ଉତ୍ତର ଦେଇ କହିଲା, ରାଜାଙ୍କୁ ଡାକ ପକାଇବା ଲୋକ ତୁମ୍ଭେ କିଏ?