1 Samuel 26:15 — Compare Translations

5 translations compared side by side

Odia - 1840
"ଦାଉଦ ଅବ୍ନରକକ୍ସ୍ଟ କହିଲେ, ତୁମ୍ଭେ କ'ଣ ଜଣେ ପୁରୁଷ ନକ୍ସ୍ଟହଁ? ତୁମ୍ଭେ ଇଶ୍ରାୟେଲ ରେ ଅନ୍ୟମାନଙ୍କ ଅପେକ୍ଷା ଭଲ। ତବେେ ତୁମ୍ଭେ କାହିଁକି ନିଜର ପ୍ରଭକ୍ସ୍ଟ ରାଜାଙ୍କକ୍ସ୍ଟ ଜଗିଲ ନାହିଁ? ତୁମ୍ଭର ପ୍ରଭକ୍ସ୍ଟ ରାଜାଙ୍କକ୍ସ୍ଟ ମାରିବା ପାଇଁ ଜଣେ ସାଧାରଣ ଲୋକ ଛାଉଣୀକକ୍ସ୍ଟ ଆସିଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ଦାଉଦ ଅବ୍ନରକୁ କହିଲେ, ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କିହେତୁ ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ଅ‌‌ବ୍‌‌ନରକୁ କହିଲେ, “ତୁମ୍ଭେ କ’ଣ ଜଣେ ପୁରୁଷ ନୁହଁ? ତୁମ୍ଭେ ଇସ୍ରାଏଲରେ ଅନ୍ୟମାନଙ୍କ ଅପେକ୍ଷା ଭଲ। ତେବେ ତୁମ୍ଭେ କାହିଁକି ନିଜର ପ୍ରଭୁ ରାଜାଙ୍କୁ ଜଗିଲ ନାହିଁ? ତୁମ୍ଭର ପ୍ରଭୁ ରାଜାଙ୍କୁ ମାରିବା ପାଇଁ ଜଣେ ସାଧାରଣ ଲୋକ ଛାଉଣିକୁ ଆସିଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ଦାଉଦ ଅବ୍‍ନରକୁ କହିଲେ, “ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କାହିଁକି ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ଦାଉଦ ଅବ୍‍ନରକୁ କହିଲେ, ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କାହିଁକି ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା।