1 Samuel 26:17 — Compare Translations

5 translations compared side by side

Odia - 1840
"ଶାଉଲ ଦାଉଦଙ୍କ ସ୍ବର ଜାଣିଥିଲେ। ଶାଉଲ କହିଲେ, ଏହା କ'ଣ ତକ୍ସ୍ଟମ୍ଭ ସ୍ବର ହେ ମାହେର ପକ୍ସ୍ଟତ୍ର ଦାଉଦ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ଶାଉଲ ଦାଉଦଙ୍କର ରବ ବାରି କହିଲେ, ହେ ମୋର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ? ତହିଁରେ ଦାଉଦ କହିଲେ, ମୋହର ରବ, ମୋହର ପ୍ରଭୁ, ମହାରାଜ ।
Odia Bible ERV 2004 (ପବିତ୍ର ବାଇବଲ)
ଶାଉଲ ଦାଉଦଙ୍କ ସ୍ୱର ଜାଣିଥିଲେ। ଶାଉଲ କହିଲେ, “ଏହା କ’ଣ ତୁମ୍ଭ ସ୍ୱର ହେ ମୋହର ପୁତ୍ର ଦାଉଦ?” ଦାଉଦ ଉତ୍ତର ଦେଲେ, “ହଁ, ଏହା ମୋର ସ୍ୱର ଅଟେ। ହେ ମୋର ପ୍ରଭୁ, ମୋର ମହାଶୟ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ଶାଉଲ ଦାଉଦଙ୍କର ରବ ବାରି କହିଲେ, “ହେ ମୋର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ?” ତହିଁରେ ଦାଉଦ କହିଲେ, “ମୋହର ରବ, ମୋହର ପ୍ରଭୁ, ମହାରାଜ।”
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ଶାଉଲ ଦାଉଦଙ୍କର ରବ ବାରି କହିଲେ, ହେ ମୋର ପୁତ୍ର ଦାଉଦ, ଏ କ’ଣ ତୁମ୍ଭର ରବ? ତହିଁରେ ଦାଉଦ କହିଲେ, ମୋହର ରବ, ମୋହର ପ୍ରଭୁ, ମହାରାଜ।