1 Samuel 26:20 — Compare Translations

5 translations compared side by side

Odia - 1840
"ବର୍ତ୍ତମାନ ତୁମ୍ଭେ ମାେତେ ସଦାପ୍ରଭୁଙ୍କଠାରୁ ଦୂର ରେ ମରିବାକକ୍ସ୍ଟ ଦିଅ ନାହିଁ। ଇଶ୍ରାୟେଲର ରାଜା ଗୋଟିଏ ଡାଆଁଶର ଅନ୍ବଷେଣ ରେ କିମ୍ବା ପର୍ବତ ରେ ଏକ ତିତ୍ତିର ପକ୍ଷୀ ଶିକାର କରିବା ଉଦ୍ଦେଶ୍ଯ ରେ ବାହାରି ଆସିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ଏବେ ସଦାପ୍ରଭୁଙ୍କ ଛାମୁରୁ ଦୂରରେ ମୋହର ରକ୍ତ ଭୂମିରେ ପତିତ ନ ହେଉ । କାରଣ ଯେପରି କେହି ପର୍ବତରେ ତିତ୍ତିରି ପକ୍ଷୀ ପଛେ ମୃଗୟା କରେ, ସେପରି ଇସ୍ରାଏଲର ରାଜା ଗୋଟିଏ ପଶୁର ଅନ୍ଵେଷଣରେ ବାହାର ହୋଇ ଆସିଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ବର୍ତ୍ତମାନ ତୁମ୍ଭେ ମୋତେ ସଦାପ୍ରଭୁଙ୍କଠାରୁ ଦୂରରେ ମରିବାକୁ ଦିଅ ନାହିଁ। ଇସ୍ରାଏଲର ରାଜା ଗୋଟିଏ ଡାଆଁଶର ଅନ୍ୱେଷଣରେ କିମ୍ବା ପର୍ବତରେ ଏକ ତିତ୍ତିରି ପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ ବାହାରି ଆସିଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ଏବେ ସଦାପ୍ରଭୁଙ୍କ ଛାମୁରୁ ଦୂରରେ ମୋହର ରକ୍ତ ଭୂମିରେ ପତିତ ନ ହେଉ। କାରଣ ଯେପରି କେହି ପର୍ବତରେ ତିତ୍ତିର ପକ୍ଷୀ ପଛେ ମୃଗୟା କରେ, ସେପରି ଇସ୍ରାଏଲର ରାଜା ଗୋଟିଏ ଡାଉଁଶର ଅନ୍ୱେଷଣରେ ବାହାର ହୋଇ ଆସିଅଛନ୍ତି।”
Odia IRV 2017 (ଓଡିଆ ବାଇବେଲ)
ଏହେତୁ ଏବେ ସଦାପ୍ରଭୁଙ୍କ ଛାମୁରୁ ଦୂରରେ ମୋହର ରକ୍ତ ଭୂମିରେ ପତିତ ନ ହେଉ। କାରଣ ଯେପରି କେହି ପର୍ବତରେ ତିତ୍ତିର ପକ୍ଷୀ ପଛେ ମୃଗୟା କରେ, ସେପରି ଇସ୍ରାଏଲର ରାଜା ଗୋଟିଏ ଡାଉଁଶର ଅନ୍ୱେଷଣରେ ବାହାର ହୋଇ ଆସିଅଛନ୍ତି।