1 Samuel 26:25 — Compare Translations
5 translations compared side by side
Odia - 1840
"ତା'ପରେ ଶାଉଲ ଦାଉଦଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ତୁମ୍ଭର ଆଶୀର୍ବାଦ କରନ୍ତକ୍ସ୍ଟ ହେ ମାରେ ପକ୍ସ୍ଟତ୍ର, ଦାଉଦ, ତୁମ୍ଭେ ମହାନ କାର୍ୟ୍ଯ କରିବ ଓ ତୁମ୍ଭେ ମଧ୍ଯ ସେଥି ରେ ସଫଳ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ଶାଉଲ ଦାଉଦଙ୍କୁ କହିଲେ, ହେ ମୋହର ପୁତ୍ର ଦାଉଦ, ତୁମ୍ଭେ ଧନ୍ୟ; ତୁମ୍ଭେ ମହତ କର୍ମ କରିବ ଓ ଅବଶ୍ୟ କୃତକାର୍ଯ୍ୟ ହେବ । ତହୁଁ ଦାଉଦ ଆପଣା ପଥରେ ଗଲେ ଓ ଶାଉଲ ଆପଣା ସ୍ଥାନକୁ ଫେରି ଗଲେ ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଶାଉଲ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ହେ ମୋର ପୁତ୍ର, ଦାଉଦ, ତୁମ୍ଭେ ମହାନ କାର୍ଯ୍ୟ କରିବ ଓ ତୁମ୍ଭେ ମଧ୍ୟ ସେଥିରେ ସଫଳ ହେବ।” ଦାଉଦ ତାଙ୍କ ବାଟରେ ଗଲେ ଓ ଶାଉଲ ତାଙ୍କ ଗୃହକୁ ଫେରିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ଶାଉଲ ଦାଉଦଙ୍କୁ କହିଲେ, “ହେ ମୋହର ପୁତ୍ର ଦାଉଦ, ତୁମ୍ଭେ ଧନ୍ୟ; ତୁମ୍ଭେ ମହତ କର୍ମ କରିବ ଓ ଅବଶ୍ୟ କୃତକାର୍ଯ୍ୟ ହେବ।” ତହୁଁ ଦାଉଦ ଆପଣା ପଥରେ ଗଲେ ଓ ଶାଉଲ ଆପଣା ସ୍ଥାନକୁ ଫେରିଗଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ଶାଉଲ ଦାଉଦଙ୍କୁ କହିଲେ, ହେ ମୋହର ପୁତ୍ର ଦାଉଦ, ତୁମ୍ଭେ ଧନ୍ୟ; ତୁମ୍ଭେ ମହତ କର୍ମ କରିବ ଓ ଅବଶ୍ୟ କୃତକାର୍ଯ୍ୟ ହେବ। ତହୁଁ ଦାଉଦ ଆପଣା ପଥରେ ଗଲେ ଓ ଶାଉଲ ଆପଣା ସ୍ଥାନକୁ ଫେରି ଗଲେ।