1 Samuel 30:26 — Compare Translations
5 translations compared side by side
Odia - 1840
"ଦାଉଦ ସିକ୍ଲଗ ରେ ଉପସ୍ଥିତ ହେଲ। ତା'ପରେ ସେ ଆଣିଥିବା ଦ୍ରବ୍ଯ ତାଙ୍କର ବନ୍ଧକ୍ସ୍ଟମାନଙ୍କ ନିକଟକକ୍ସ୍ଟ ପଠାଇଲେ ୟକ୍ସ୍ଟହକ୍ସ୍ଟଦାର ନେତାଙ୍କ ନିକଟକକ୍ସ୍ଟ। ଦାଉଦ କହିଲେ, ଏହିଠା ରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତୃମାନଙ୍କ ନିକଟରକ୍ସ୍ଟ ଅଣା ୟାଇଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ଦାଉଦ ସିକ୍ଳଗ୍ରେ ଉପସ୍ଥିତ ହୁଅନ୍ତେ, ସେ ବୈଥେଲ ଓ ଦକ୍ଷିଣାଞ୍ଚଳସ୍ଥ ରାମତ୍ ଓ ଯତ୍ତୀର
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ସିକ୍ଳଗରେ ଉପସ୍ଥିତ ହେଲେ। ତା’ପରେ ସେ ଆଣିଥିବା ଦ୍ରବ୍ୟ ତାଙ୍କର ବନ୍ଧୁମାନଙ୍କ ନିକଟକୁ ପଠାଇଲେ ଯିହୁଦାର ନେତାଙ୍କ ନିକଟକୁ। ଦାଉଦ କହିଲେ, “ଏହିଠାରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତ୍ରୁମାନଙ୍କ ନିକଟରୁ ଅଣା ଯାଇଅଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ଦାଉଦ ସିକ୍ଲଗ୍ରେ ଉପସ୍ଥିତ ହୁଅନ୍ତେ, ସେ ବେଥେଲ୍ ଓ ଦକ୍ଷିଣାଞ୍ଚଳସ୍ଥ ରାମତ୍ ଓ ଯତ୍ତୀର
Odia IRV 2017 (ଓଡିଆ ବାଇବେଲ)
ଏଉତ୍ତାରେ ଦାଉଦ ସିକ୍ଲଗ୍ରେ ଉପସ୍ଥିତ ହୁଅନ୍ତେ, ସେ ବେଥେଲ୍ ଓ ଦକ୍ଷିଣାଞ୍ଚଳସ୍ଥ ରାମତ୍ ଓ ଯତ୍ତୀର